-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
16-Jul-2022
ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ନିଜ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଭାବରେ ଅନିଲ ନାଏକ ଙ୍କୁ ନିଯୁକ୍ତ କରିଛନ୍ତି l ଆଜି ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଶ୍ରୀ ନାଏକ ନିଜର ନିଯୁକ୍ତି ପତ୍ର ଦେଇଥିଲେ l ତାଙ୍କ ସହ ସାଂସଦଙ୍କ ଆରଡବ୍ଲୁଏସଏସ ପ୍ରତିନିଧି ନରସିଂହ ଥନାପତି, ବିଏଲଏସି ପ୍ରତିନିଧି ଥବିର ଚନ୍ଦ୍ର ବାଗ, ସିନ୍ଧେକେଲା ଜିଲ୍ଲାପରିଷଦ ଦାମୁ ସୁନା, ବଙ୍ଗୋମୁଣ୍ଡା ମଣ୍ଡଳ ସଭାପତି କ୍ଷୀରସିନ୍ଧୁ ବଛା, ସିନ୍ଧେକେଲା ମଣ୍ଡଳ ସଭାପତି ମୁନିରାମ ନାଗ, ଜିଲ୍ଲାକାର୍ଯ୍ୟକାରିଣୀ ସଦସ୍ୟ ତ୍ରିବିକ୍ରମ ବଛା, ବରିଷ୍ଠ କାର୍ଯ୍ୟକର୍ତା ପ୍ରକାଶ ବାଗ , ବେଲପଡା ସରପଞ୍ଚ ଖରତ ବାଗ, ସିନ୍ଧେକେଲା ମଣ୍ଡଳ ଉପସଭାପତି ରୋହିତ ସାହୁ, ସିନ୍ଧେକେଲା ଯୁବମୋର୍ଚ୍ଚା ସଭାପତି ନୌରାଜ ରଣା, ସୁଧୀର ବଛା, ଜିଲ୍ଲା ଯୁବମୋର୍ଚ୍ଚା କୋଷାଧକ୍ଷ ନୀଳାଞ୍ଚଳ ଷଡ଼ଙ୍ଗୀ, ଭୁଲା ବେହେରା, ବଙ୍ଗୋମୁଣ୍ଡା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କୁଷଧ୍ଵଜ ବେହେରା, ସାଧାରଣ ସମ୍ପାଦକ ନନ୍ଦ କୁମାର ମେହେର,ତଥା ଅନେକ କାର୍ଯ୍ୟକର୍ତା ଉପସ୍ଥିତଥିଲେ l