-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||     

HOME   ଜିଲ୍ଲା

ବିନିକା ସ୍ମାର୍ଟ ଲାଇବ୍ରେରୀକୁ ଶିକ୍ଷଣୀୟ ପୁସ୍ତକ ଦାନ କଲେ ଅଞ୍ଚଳର ବଦାନ୍ୟ ବ୍ୟକ୍ତି

16-Jul-2022



ବିନିକା (ହିମାଂଶୁ ଶେଖର ପୁଟେଲ) କ୍ରୀଡା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ତୁଲାଇ ଆସିଥିବା ବିନିକା ସ୍ପୋର୍ଟସ କ୍ଲବ ଆଉ ଗୋଟିଏ ଅଧ୍ୟାୟରେ ଯୋଡ଼ିହୋଇ ସବୁ ବର୍ଗର ଲୋକଙ୍କ ସେବାରେ ଉସର୍ଗିକୃତ ହେବାକୁ ପ୍ରୟାସ ଆରମ୍ଭ କରିଛି ।ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା

ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ପ୍ରଚେଷ୍ଟା କ୍ରମେ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମରେ ବର୍ତମାନ ବିନିକା ସ୍ପୋର୍ଟସ କ୍ଲବ ସ୍ମାର୍ଟ(ଅତ୍ୟାଧୁନିକ) ଲାଇବ୍ରେରୀରେ ପରିଣତ ହୋଇଛି ।ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ ଗତ ଜୁନ ୧୩ତାରିଖରେ ଏହି ସ୍ମାର୍ଟ ଲାଇବ୍ରେରୀ(ଜିଲ୍ଲା ଗ୍ରନ୍ଥାଲୟ ବିନିକା ଶାଖା,ବିନିକା) କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ସରକାରୀ ସ୍ତରରେ ପଡ଼ିବା ପାଇଁ  ବିଭିନ୍ନ ପ୍ରକାରର ଶିକ୍ଷଣୀୟ ପାଠ୍ୟ ପୁସ୍ତକ କିଛି ମାତ୍ରାରେ ଆସିଥିଲେ ହେଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ୟାରିଅର ଗଠନ ନିମନ୍ତେ ଏବଂ ଅବସରପ୍ରାପ୍ତ କର୍ମଚାରୀ,ସାଧାରଣ ବ୍ୟକ୍ତି ବିଶେଷଙ୍କ ଜ୍ଞାନ ଆହରଣ ସକାଶେ ବିଭିନ୍ନ ପ୍ରକାରର  ଶିକ୍ଷଣୀୟ ପାଠ୍ୟ ପୁସ୍ତକ ଏହି ସ୍ମାର୍ଟ(ଅତ୍ୟାଧୁନିକ) ଲାଇବ୍ରେରୀକୁ ଦାନ କରିବା ପାଇଁ ଅଞ୍ଚଳର ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୧୪ତାରିଖ ଗୁରୁବାର ସନ୍ଧ୍ୟାରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ, ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର,ଶିକ୍ଷକ ମନୋରଞ୍ଜନ ବାଘ,କନିଷ୍ଠ ଯନ୍ତ୍ରୀ ବିବେକାନନ୍ଦ ପାତ୍ର,ଯୁବ ସଂଗଠକ ପୀତବାସ ମେହେର,ସନ୍ତୋଷ ମହାକୁର,ସୁଶାନ୍ତ ପଣ୍ଡା,ବିଜୁ ପ୍ରେମୀ ହୃଷୀକେଶ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ  ବିଜୁଜନତା ଦଳ ବୀରମହାରାଜପୁର ନିର୍ବାଚନ ମଣ୍ଡଳ ସ୍ତରୀୟ ସଭାପତି ତଥା ଉଲୁଣ୍ଡା ମାଁ ମେଟାକାନି ଟ୍ରଷ୍ଟ ବୋର୍ଡ ସଭାପତି ବିହାରିଲାଲ ମିଶ୍ର ଓଡ଼ିଶାର ମହାନାୟକ ବିଜୁ ବାବୁଙ୍କ କିମ୍ବଦନ୍ତୀ ଉପରେ ଆଧାରିତ ପୁସ୍ତକ ସହିତ ବିଭିନ୍ନ ପ୍ରକାରର ୨୫ଖଣ୍ଡ ଏବଂ ବିନିକା ଏନଏସି ଉଲ୍ଲେ ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ତଥା ରାଜ୍ୟ ସମାଜସେବୀ ମହାସଂଘର ଯୁଗ୍ମ ସମ୍ପାଦକ ରାମଗୋପାଳ ବାଗ ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକର ଓ ସମସ୍ତଙ୍କ ଜାଣିବା ଭଳି ପ୍ରାୟ ୨୦ଖଣ୍ଡ ପୁସ୍ତକ ଦାନ କରିଛନ୍ତି ।ସ୍ୱଇଛାରେ ନିଜର ମହନୀୟତା ପ୍ରଦର୍ଶନ କରି ଲାଇବ୍ରେରୀକୁ ପୁସ୍ତକ ପ୍ରଦାନ କରୁଥିବା ସମସ୍ତ ବ୍ୟକ୍ତବିଶେଷଙ୍କୁ ଲାଇବ୍ରେରୀ ପରିଚାଳନା କରୁଥିବା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ସହଯୋଗ କରୁଥିବା ବିନିକା ସ୍ପୋର୍ଟସ କ୍ଲବ ତରଫରୁ ପ୍ରଶଂସା କରାଯିବା ସହିତ ତାଙ୍କର ନାମକୁ ରେଜିଷ୍ଟରରେ ଲିପିବଦ୍ଧ କରାଯିବ ଯାହାକି ଅଧ୍ୟୟନ ପାଇଁ ଆସୁଥିବା ବ୍ୟକ୍ତବିଶେଷ ଜାଣିପାରିବେ । ଆଗାମୀ

ଦିନରେ ଯେଉଁ ମାନେ ଏହି ସ୍ମାର୍ଟ(ଅତ୍ୟାଧୁନିକ) ଲାଇବ୍ରେରୀକୁ ପୁସ୍ତକ ଦେବା ପାଇଁ ସହଯୋଗ କରିବେ ସେମାନେ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମୋ.ନଂ-  ,ବିନିକା ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର, ମୋ.ନଂ-8249862250, ହିମାଂଶୁ ଶେଖର ପୁଟେଲ 7684909001ଙ୍କ ସହିତ ଯୋଗାଯୋଗ କରିପାରିବେ ।ସେହି!ରି ଲାଇବ୍ରେରୀ ପଡ଼ିବା ପାଇଁ ଯେଉଁ ମାନେ ଆଗ୍ରହୀ ସେହି ମାନେ ଖୋଲାଯାଇଥିବା ଜିଲ୍ଲା ଗ୍ରନ୍ଥାଲୟ ବିନିକା ଶାଖାକୁ ନିଜର ଆଧାର କାର୍ଡ, ପାସପୋର୍ଟ ଫଟୋ ୨ଗୋଟି ସାଙ୍ଗରେ ଆଣି ନିଜର ନାମ ପଞ୍ଜିକୃତ(ସଦସ୍ୟତା) କରିବାକୁ ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   24-Aug-2026
  ଜିଲ୍ଲା  
ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   24-Aug-2026
  ଜିଲ୍ଲା  
ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   24-Aug-2026
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026

You Might Also Like