-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||     

HOME   ଜିଲ୍ଲା

କଳାହାଣ୍ଡି ଜିଲ୍ଲାପାଲ ଙ୍କୁ ସଶକ୍ତ ଓଡ଼ିଶା ତରଫରୁ ସ୍ବାଗତଓ ଶୁଭ ଅଭିନନ୍ଦନ ।

15-Jul-2022



କଳାହାଣ୍ଡି (ତ୍ରିନାଥ ବେଶ୍ରା )
ଆଜି କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଠାରେ ସଶକ୍ତ ଓଡ଼ିଶା ତରଫରୁ ଜିଲ୍ଲାପାଲ ପି .ଅନ୍ୱେଷା ରେଡ୍ଡୀ ଙ୍କୁ ସାକ୍ଷାତ କରି ସ୍ବାଗତ ଓ ଅଭି ନନ୍ଦନ ଜଣାଇ ଥିଲେ ଏଠାରେ ସଶକ୍ତ ଓଡ଼ିଶା ନିର୍ଦ୍ଦେଶକ ବିଜୟ କୁମାରପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂଯୋଜକ- ପୂର୍ଣ୍ଣ ଚନ୍ଦ୍ର ବାଗ ଓ ତାଙ୍କ ଟିମ୍ ନୂତନ ଭାବେ ଆସିଥିବା ଜିଲ୍ଲା ପାଳ ଭେଟି ଏକପୁସ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ ଓ ପରେ ଏକ ପତ୍ର ମାଧ୍ୟମରେ ସଶକ୍ତ ଓଡ଼ିଶା କାର୍ଯ୍ୟ ବିଷୟରେ ଲେଖି  ନୂତନ ଭାବେ ଆସି ଥିବା ଜିଲ୍ଲା ପାଳ ଙ୍କୁ ପ୍ରଦାନ କରିଥଲେ lଲୋକାଭିମୁଖୀ କାର୍ଯ କ୍ରମ ଯଥା ଏସ. ଏଚ୍ଛ. ଜି ମହିଳା ମାନଙ୍କୁ ସଚେତନ କରି ତାଙ୍କ ଖାତା ପତ୍ର ଠିକ୍ ଠାକ୍ କରିବା ପାଇଁ ଓ ଋଣ ପାଇଁ ଆବେଦନ କରି ନିଜେ ସ୍ବାବଲମ୍ବୀ ହେବା ପାଇ ଚେତନା ଦେବା ।

କୋଭିଡ ଟୀକା ନେଇ ଥିବା ଲୋକ ମାନଙ୍କୁ ଚିହ୍ନଟ କରି ବ୍ୟାଙ୍କ୍ ଶାଖା ତରଫ ରୁ ରୁଣ ଯୋଗାଇ ଦେବା ଓ ତାଙ୍କର ପ୍ରତ୍ୟେକ ସୁଖ ଦୁଃଖ ରେ ସାଥୀ ହେବା lପୁଞ୍ଜିର ଆବଶ୍ୟକତା ତାହା ବ୍ୟାଙ୍କରୁ ଋଣ ପାଇପାରିବେ ଏବଂ ନାର୍ବାଡ ଷ୍ଟେଟ ଫୋକସ ପେପର ୨୦୨୨ ବର୍ଷ ୨୦୨୩ A.C.P ର ଖସଡାରେ ସ୍ନାନୀତ ରଣଯୋଜନାରେ ଋଣଆବେଦନ କରିପାରିବେ ତଥା ଋଣପରିଷୋଧ କରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଭୀ ମୁଖି କାର୍ଯ୍ୟ କ୍ରମ ରେ ସଚେତନ କରାଇବା shg ମାନଙ୍କର ରେକର୍ଡପତ୍ର ସଠିକଭାବେ ଲେଖାଲେଖି କରିବା ଏ ବିଷୟରେ ଶୟଙ୍ଗ ସହାୟିକା ଗୋଷ୍ଠୀମାନଙ୍କୁ ତାଲିମକରିବା ଓ ଆମ ସଶକ୍ତ ଓଡିଶା କର୍ମକର୍ତାମାନେ ଗ୍ରାମକୁ ଗ୍ରାମ ଯାଇ ସେହିବିଷୟରେ ବୁଝେଇବା ଓ ସେମାନଙ୍କୁ ସଚେତନ କରାଇବା ସଶକ୍ତ ଓଡ଼ିଶାର ମୂଳ ଲକ୍ଷ ଅଟେ !
ଭୁବେଶ୍ବର ଠାରେ ମୁକ୍ଷ୍ୟ ଅଫିସ ଥିବା ବେଲେ କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଗୋହନ୍ତିଆ ପଡା ବ୍ୟାଙ୍କ କୋଲନି ଠାରେ ଏହାର ଶାଖା ଅଫିସ ରହି ଅଛି l
ଏହି କାର୍ଯ୍ୟ କ୍ରମ ରେ 
ଭବାନୀପାଟଣା,କେସିଙ୍ଗା ସି ଶି ଅନିଲ ନିଆଲ୍ ,
ନର୍ଲl ଓ ଏମ ରାମପୁର ସି ସି - ବିଦ୍ୟା ଧର ନାୟକ,
କଲମପୁର ବିଶି - ଗୁଲସନ୍ ବାଗ ,
କୋକସରା ବିସି- ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ 
କେସିଙ୍ଗା shg ସଂଯୋଜକ- ପଞ୍ଚମୀ ହରପାଲ
ନର୍ଲା shg ସଂଯୋଜକ- ଜ୍ୟୋତି ସେନାପତି ଓ 
ଜୁନାଗଡ଼ -shg ସଂଯୋଜକ- ମନୋରମା ମହଲିକ
ଏହି ସମସ୍ତ କର୍ମ କର୍ତ୍ତା ଜିଲ୍ଲା ପାଲଙ୍କୁ ଭେଟି ସ୍ବାଗତ ସମ୍ରଧନl ଜଣାଇ ଥିଲେ     ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   24-Aug-2026
  ଜିଲ୍ଲା  
ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   24-Aug-2026
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026

You Might Also Like