-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||     

HOME   ଜିଲ୍ଲା

ଆାଦିବାସୀ ଆଶ୍ରମ ଓ ସେବାଶ୍ରମ ହଷ୍ଟେଲ୍ ରେ ଚାଲିଛି କଣ ?

14-Jul-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):ଏକଥା ସତ ଯେ, ଆଦିବାସୀ ବିଭାଗର ଆଶ୍ରମ ଓ ସେବାଶ୍ରମ ସ୍କୁଲର ହଷ୍ଟେଲରେ ପିଲାଙ୍କ ମେସ୍ ରୁ ନିୟମିତ ବାଟମାରଣା ଏଠାରେ ଅସାଧୁ ଶିକ୍ଷକ ଓ ବିଭାଗୀୟ ଅଧିକାରୀଙ୍କ ଅଭ୍ୟାସଗତ ପରମ୍ପରା ପାଲଟିଛି ।  ଏହାକୁ ଭିତ୍ତି କରି ଏସବୁ ସ୍କୁଲ୍ ଗୁଡିକରେ ଜିଲ୍ଲା ଆଦିବାସୀ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେବକ ବା ଶିକ୍ଷକ/ଶିକ୍ଷୟିତ୍ରୀ  ଓ ପ୍ରଧାନସେବକ ବା ପ୍ରଧାନଶିକ୍ଷକଙ୍କ ବଦଳି ନିର୍ଦ୍ଧାରିତ ହୋଇଥାଏ । ମୁଖ୍ୟତଃ ପିଲାଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ଖର୍ଚ୍ଚରୁ ମାରି ଯିଏ ଯେତେ ନିୟମିତ ବଟି ଦେଇପାରିଛି, ସେ ହିଁ ସୁବିଧାଜନକ ଜାଗାରେ ବର୍ଷ ବର୍ଷ ଧରି ରହିପାରିଛି  ।  ଏବେ ବି ସେଇ ଏକା ସ୍କୁଲରେ ଜଣେ ଜଣେ ପ୍ରଧାନସେବକ ଦୀର୍ଘ ୫/୧୦/୧୫ ବର୍ଷ ହେଲା ଅବସ୍ଥାପିତ ରହିଆସିଛନ୍ତି । ମଝି

ମଝିରେ ବଦଳି କଥା ଉଠିଲେ, ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟିହୋଇ ପୁଣି ବାତିଲ୍ ହୋଇଯାଇଛି ।  ତୁରେକେଲା ହେଉ ବା ଖପ୍ରାଖୋଲ ବ୍ଲକର ବେନ୍ କେରା, ଦେଓଗାଁ ବ୍ଲକର ରାମଚନ୍ଦ୍ରପୁର ହେଉ ବା ଗୁଡଭେଲା ବ୍ଲକର ଗୁଡଙ୍ଗାମାଲ କିମ୍ବା ଅନ୍ୟ ଆଶ୍ରମ ଓ ସେବାଶ୍ରମ ସ୍କୁଲ୍ ମାନଙ୍କରେ ଏଭଳି ଘଟଣା ଦେଖାଯାଏ । ଏତଦ୍ ବ୍ୟତୀତ ସଇଁତଳା, ମାଲପଡା, ରିଷିଡା, ରାମପୁର, ଦଲଦଲି ମୁନାପାଲି, ତୁର୍ଲା ଓ ଅନ୍ୟାନ୍ୟ ସ୍ଥାନରେ ସେବକ ବା ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ପିଅନ, ରାନ୍ଧୁଣୀ, ସହାୟକ/ସହାୟିକା/ଅସ୍ଥାୟୀ କର୍ମଚାରୀ ଇତ୍ୟାଦି କର୍ମଚାରୀଙ୍କୁ ମଧ୍ୟ ଦୀର୍ଘବର୍ଷ ଧରି ଅବସ୍ଥାପିତ ରଖାଯାଇ ଆସିଛି । ଏହାଫଳରେ ଏଠାରେ ନିୟମିତ ବାଟମାରଣା ଅବ୍ୟାହତ ରହିଛି । 

ଏହିସବୁ ସ୍କୁଲରେ ପିଲାଙ୍କ ଖାଦ୍ୟପେୟରୁ ପ୍ରାୟ ପ୍ରତିମାସ ମିଥ୍ୟାବର୍ଦ୍ଧିତ ଛାତ୍ରଛାତ୍ରୀ, ମିଥ୍ୟା ଉପସ୍ଥାନ, ମିଥ୍ୟାପରିମାଣ, ମିଥ୍ୟା ଦାମ୍  ଓ ହଜାର ହଜାର ଟଙ୍କାର ମିଥ୍ୟାବ୍ୟୟ ଦର୍ଶାଯାଇଥାଏ । ଏଥିରେ ରାସନ ଯୋଗାଉଥିବା ଦୋକାନୀମାନେ କାର୍ପଟ୍ ଦାର୍ ପାଲଟିଥା'ନ୍ତି । ପିଲାଙ୍କ ଷ୍ଟାଇପେଣ୍ଡ୍ ଦେଲାବେଳେ ଅଫିସ୍ ରୁ  ଓ ପରେ ଅଧିକାରୀଙ୍କୁ ନିୟମିତ ବଟି ଦିଆଯାଉଥାଏ । ଶୁଣିବାକୁ ମିଳୁଛି, ଏଥର ସରକାର ସାମ୍ବାଦିକଙ୍କୁ ସ୍କୁଲ୍ ଭିତରେ ପ୍ରବେଶନିଷେଧ ଘୋଷଣା କରିବାରୁ ଏହି ବଟି ପରିମାଣ ବଢାଇବାକୁ ବିଭାଗୀୟ ଅଧିକାରୀମାନେ ଦାମ୍ ବଢାଇ ଦେଇଛନ୍ତି । ଜିଲ୍ଲା ଆଦିବାସୀ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟତଃ ଜଣେ ଶିକ୍ଷାବିଭାଗୀୟ କିରାଣୀ ଏଥିର ବଟି ଆଦାୟକାରୀ ଗୁମାସ୍ତା । ଜିଲ୍ଲାପାଳ ଏସବୁ ଜାଣୁଛନ୍ତି କି ନାହିଁ, ଅସ୍ପଷ୍ଟ ରହିଛି । ତେବେ ନିର୍ଦ୍ଦିଷ୍ଟ ବ୍ୟବଧାନରେ କାହିଁକି ଏହି ବିଭାଗର ଶିକ୍ଷକ/ ଶିକ୍ଷୟିତ୍ରୀ/ରାନ୍ଧୁଣୀ/ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ବଦଳି ହେଉନାହିଁ ; ଏହା ଏହି ଜିଲ୍ଲାରେ ରହସ୍ୟଜନକ ବିଷୟ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   23-Aug-2026
  ଜିଲ୍ଲା  
*ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   23-Aug-2026
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026

You Might Also Like