-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
29-Jun-2022
,ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଖପ୍ରାଖୋଲ ବ୍ଲକର ମାଲ୍ ପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପରିଦର୍ଶନ
ରେ ଯାଇ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଜ୍ଞାନ ର ଫଟୋ ସିନ୍ତେଶିସ ବିଷୟ ଉପରେ ପାଠ ପଢ଼ାଇ ଲୋ
ଜିଲ୍ଲପାଳ ଙ୍କ ଦ୍ଵାରା ପାଠ ପଢ଼ାଇବାକୁ ନେଇ ବଲାଙ୍ଗିର ଜିଲ୍ଲା ରେ ଚର୍ଚ୍ଚା ଜୋର୍ ଧରିଛି l
(ବଲାଙ୍ଗିର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)