-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
24-Jun-2022
ଭୁବନେଶ୍ବର : ପ୍ରସିଦ୍ଧ ଓଡିଆ ଚଳଚ୍ଚିତ୍ର ଅଭିନେତା ତଥା ସିନେ ପରଦାର ଦୁର୍ଦାନ୍ତ ଖଳନାୟକ ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟ ବାସୀ ଙ୍କୁ ସ୍ତବ୍ଧ କରିଦେଇଛି । ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା । ପାରିବାରିକ ଅସନ୍ତୋଷରୁ ଅଭିନେତା ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନl ମିଳିଛି l
ସୂଚନାଯୋଗ୍ୟ ଯେ, ଅଭିନେତା ରାଇମୋହନ ୧୦୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l ଯାତ୍ରା ଜଗତରେ ମଧ୍ୟ ବେଶ୍ ସକ୍ରିୟ ଥିଲେ ରାଇମୋହନ l ରାଇମୋହନଙ୍କ ବିୟୋଗରେ ସାରା ଫିଲ୍ମ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳିଯାଇଛି
(ଅମୃତ ନନ୍ଦଙ୍କ ରିପୋର୍ଟ)