-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
24-Jun-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଝାରମୁଣ୍ଡା ଠାରେ ଆଜି କୁଶମେଲ ମଣ୍ଡଳ ବିଜେପି ତରଫରୁ ମଣ୍ଡଳ ସଭାପତି କିଶୋର କୁମାର ପଟେଲଙ୍କ ସଭାପତିତ୍ବରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ରୂପେ ପାଳିତ କରାଯାଇଛି l ଏହି ଅବସରରେ ଲୋଇସିଂହା ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ଜିତୁ ସାହୁ, ରଘୁ ସାହୁ, ସତ୍ୟ ସେଠ୍, ମଣ୍ଟୁ ସାହୁ, ପୁରୁଶୋତ୍ତମ୍ ମେହେର ସହ ବିଜେପିର ଅନ୍ୟାନ୍ୟ କର୍ମକର୍ତା ମାନ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l