-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ମନରେଗା ଯୋଜନା ରେ ମେସିନ କରୁଛି କାମ । ଦୁର୍ନତି ଗନ୍ତାଘର ଆଗଲପୁର ବ୍ଳକ

13-Jun-2022



ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରେ ୨୦ଟି ଗ୍ରାମ ପଞ୍ଚାୟତ ରେ ମନରେଗା ଯୋଜନାରେ ମେସିନରେ କାମ ଚାଲିଥିବା ସୂଚନା ମିଳେ । ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରଜେକ୍ଟରେ ଜିଲ୍ଲା ବିଭାଗୀୟ କତୃପକ୍ଷଙ୍କ ଟାର୍ଗେଟ ଅନୁଯାଇ ୫୨୨ଫାର୍ମ ପଣ୍ଡ ଅନୁମୋଦନ ହୋଇଥିବା ବେଳେ ୧୩୦ଟି ସମ୍ପୂର୍ଣ ହୋଇ, ୪୦୦ ବାକି ଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳେ । ଏହି ଯୋଜନାଟି ଗରିବ ଲୋକଙ୍କ ପାଇଁ ହୋଇ ଥିବା ବେଳେ କାମ କରୁଛି ମେସିନ,ମାଲେମାଳ ହେଉଛନ୍ତି l  ଅନେକ କାର୍ଯ୍ୟରେ ଚତୁରତାର ସହ କାମ କରୁଛନ୍ତି ଦଲାଲ lଏମିତିକି ମେସିନରେ କାମ କରି ଜବ୍ କାର୍ଡଧାରୀଙ୍କୁ  ସହେ,ଦୁଇଶହରେ କିଣି ତାଙ୍କ ନାଁ ରେ ଟଙ୍କା ଉଠାଉଛନ୍ତି  ଦଲାଲ। ଆଗଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।ବ୍ଲକର ଲୁହୁରlମୁଣ୍ଡା ଗ୍ରାମପଞ୍ଚାୟତ,ଭରସୂଜା, ଉପରବାହାଲ,ବଡଟିକl ଗାଁ ରେ ତଥା ଅନ୍ୟାନ୍ୟ ଗ୍ରାମପଞ୍ଚାୟତରେ  ଚାଷୀ ମାନଙ୍କୁ ନେଇ ଫାର୍ମ ପଣ୍ଡ ରେ ଆବେଦନ କରାଇ ତା ପରେ ବିନା ସୂଚନାଫଳକରେ ମେସିନ ମାଧ୍ୟମରେ କାମ କରୁଛନ୍ତି l କାମ ଶେଷ ହେବା ପରେ ସୂଚନା ଫଳକ ଲଗାଇ ବିଲ କରୁଛନ୍ତି ଦଲାଲ ।ଯାହା ଫଳରେ ଲୋକ ନିଜର ପ୍ରାପ୍ୟ ପାଇ ପାରୁ ନାହିଁ ଏବଂ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି । ଜିଲ୍ଲା ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀ, ଦଲାଲଙ୍କ ସଲସୁତୁରା ଓ ମଧୁଚନ୍ଦ୍ରିକା ଯୋଗୁ ମାଲେମାଲ ହେଉଛନ୍ତି ।ବ୍ଲକର ବଡ଼ଟୀକା ଗ୍ରାମର ହିମାଳୟ ଦଳପତି,ଗଣ୍ଡ ପାଲି ଗ୍ରାମର ମହେନ୍ଦ୍ର ସାହୁ,ମହାଦେବ ସାହୁ,ତୁଳା ରାମ ସାହୁ, ଦର୍ଲିପାଲି ଗ୍ରାମର ନିମାଇ ସାହୁ, ରତନା ସାହୁ,ସରଧ୍।ପାଲି ର ପାର୍ବତୀ ସାହୁ,ଭକ୍ତ ରାମ ସାହୁ,ସୁଶାନ୍ତ ସାହୁ, ସା ହଜ ଛପର ଗ୍ରାମର ବିରଞ୍ଚି ଧାରୁଆ ପ୍ରମୁଖ ଙ୍କ ଫାର୍ମ ପଣ୍ଡ କାର୍ଯ ଶେଷ କରି ଥିବା ଏହି ଚାଷୀଙ୍କ ଠାରୁ ସୂଚନା ଦେଇଛନ୍ତି।ଏହା ଏକ ଲକ୍ଷ କୋଡ଼ିଏ ହଜାର ଓ ଏକ ଲକ୍ଷ ସତୁର ହଜାରର ହୋଇ ଥାଏ ବୋଲି ଚାଷୀଙ୍କ ଠାରୁ ସୂଚନା ମିଳିଛି ।ଦେଖିବାର ବାକି ରହିଲା ଜିଲ୍ଲା ପ୍ରଶାସନ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି l ବଲାଙ୍ଗିର ଜିଲା ଏହି ଅଭିଯୋଗ ବିଷୟରେ ଚର୍ଚ୍ଚା ଜୋର ଧରିଛି l 


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like