-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ଅଞ୍ଚଳରେ ଲଘୁଖଣି ମାଫିଆଙ୍କ ରାଜ, ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନୀ

13-Jun-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳକୁ ପ୍ରକୃତିର ଅତୁଲନୀୟ ଅବଦାନ ରହିଛି । ହେଲେ ଏହି ପ୍ରାକୃତିକ ସମ୍ପଦକୁ ଅବାଧରେ କୋରି ଖାଇ ଚାଳିଛନ୍ତି ମୁଷ୍ଟିମେୟ ଖଣିମାଫିଆ। ଲିଜ ପ୍ରକ୍ରିୟା ଅନୁସାରେ ଏକ ନିର୍ଦ୍ଧିଷ୍ଟ ଅବଧି ପର୍ଯ୍ୟନ୍ତ ବାଲି, ପଥର, ମୋରମ ଖଣି ଲିଜ ଦିଆଯାଏ ଯାହାକି ଯେତେ ପରିମାଣର ଲିଜ ଦିଆଯାଇଛି ତା ଠାରୁ ୧୦ ଗୁଣା ଅଧିକ ବାଲି ପଥର କୋରି ନେଇ ବିକ୍ରି କରି ଖଣି ମାଫିଆ ମାନେ ମାଲେମାଲ ହେଉଛନ୍ତି। ସେ ସରକାରୀ ହେଉ

ଅବା ବେସରକାରୀ ଯେ କୌଣସି ନିର୍ମାଣ ପାଇଁ ଦରକାର ହୁଏ ବାଲି। ସିମେଣ୍ଟ ସହ ମିଶାଇବା ପାଇଁ ଜଦି ଭଲ ବାଲି ମିଳି ଯାଉଛି ତ ସେହି ନଦୀ ବାଲିର ବିଶେଷ ଡିମାଣ୍ଡ। ସେହି କାରଣରୁ ହିଁ ସିନ୍ଧେକେଲା ଉନ୍ଦେର ନଦୀ ବାଲି ଦୁର ଦୁରାନ୍ତ ପର୍ଯ୍ୟନ୍ତ ଚାଳାଣ ହେଉଛି। ଉନ୍ଦେର ନଦୀର ବାଲିର ବେଶ ଡିମାଣ୍ଡ ଥିବାରୁ ଉନ୍ଦେର ନଦୀର ବିଭିନ୍ନ ସ୍ଥାନରୁ ବାଲି ଚାଳାଣ ହେଉଛି। ଏବଂ ଏହାକୁ ନଜରରେ ରଖି ବଙ୍ଗୋମୁଣ୍ଡା ତହସିଲ ତରଫରୁ ଉନ୍ଦେର ନଦୀର ଭତାସର, ତେଲସରାଇ, ଚାନ୍ଦୋତରା , ତୁରେକେଲା, ଶ୍ରୀରାମ, ସାଲେବରଟ, ଭୁସଲାଡ, ପଳସଖଣ୍ଡ ଏମିତି ପ୍ରତ୍ୟେକ ଘାଟରେ ଗୋଟିଏ ଗୋଟିଏ ଲିଜ ଧାରୀ ଙ୍କୁ ଲିଜ ଦିଆଯାଇଛି । ହେଲେ କିଛି ଲିଜଧାରୀ ତାଙ୍କ ଲିଜ ପାଇଥିବା ସ୍ଥାନ ଛାଡି ଅନ୍ୟ ଜାଗାରୁ ବାଳି ଉଠାଉଥିବା ଅଭିଯୋଗ ହେଉଛି। ଏହାର ସୁଯୋଗ ନେଇ ଅନ୍ୟ ମାନେ ମଧ୍ଯ ଚୋରାଚାଲାଣ କରୁଛନ୍ତି। ରାଜସ୍ବ ନିରୀକ୍ଷକ ମାନେ କାଁ ଭାଁ କାହାକୁ କେବେ ଧରି ତହସିଲଦାରଙ୍କୁ ଖବର କରୁଥିବାରୁ ଚୋରାଚାଲାଣ ବେଶ ବ୍ୟବସ୍ଥିତ ଭାବରେ ବର୍ଷ ବର୍ଷ ଧରି ଚାଳୁଛି। ଲିଜ ହୋଇଥିବା ଘାଟରୁ ଲିଜ ଧାରୀ ମାନେ ଗୋଟିଏ ଟ୍ରାନଜିଟ ପାସ( ରୟାଳ୍ଟି ) ବିନା ତାରିଖ ଓ ବିନା ସମୟ ପକାଇ ନିଜ ନିଜ ଗାଡି ମାନଙ୍କରେ ଦେଇଥାନ୍ତି । ଯାହା ଫଳରେ କେହି ଅଫିସର କିମ୍ବା କୌଣସି ଚେକିଂ ହେଉଥିବା ଆଭାସ ପାଇଲେ ସେହି ରୟାଳ୍ଟି ଫର୍ମ ପୂରଣ କରି ଦେଖାଇଥାନ୍ତି। ନ ହେଲେ ସେହି ଗୋଟିଏ ରୟାଳ୍ଟି ବଳରେ ଶହଶହ ଟ୍ରିପ ବାଳିର ରାଜସ୍ବ ମାଫିଆ ମାନଙ୍କ ପକେଟକୁ ସିଧାସଳଖ ଯାଉଛି । ଓଡିଶା ବାଲି ନିତି ୨୦୨୧ ଅନୁଯାଇ ବାଲିଘାଟ ଗୁଡିକର ଟିଜିପିଏସ ସର୍ଭେ କରାଯିବା କଥା । ଏହାକୁ ରୋକିବା କିମ୍ବା କାର୍ଯ୍ୟକାରୀ କରିବା ଅଧିକାରୀ ହେଉଛନ୍ତି ତହସିଲଦାର। କିନ୍ତୁ ସକାଳୁ ବାଲି ଚାଳାଣ ଆରମ୍ଭ ହୋଇ ରାତି ୧୧ ଟା ପର୍ଯ୍ଯନ୍ତ ଚାଳୁଥିବା ବେଳେ ପ୍ରତିଦିନ କେବଳ ସିନ୍ଧେକେଲା ଥାନା ଅଞ୍ଚଳରୁ ଟ୍ରାକ୍ଟର, ଟ୍ରକ, ହାଇବା ଲଗାଇ ଶହଶହ ଟ୍ରିପ ବାଲି ଚାଳାଣ ହେଉଛି ଶହଶହ କିଲୋମିଟର ଦୁରକୁ। ତାହାବି ବିନା ଟ୍ରାନଜିଟ ପାସରେ। ଆଉ ଜଦିବି ଟ୍ରାନଜିଟ ପାସ ଗାଡିରେ ଦିଆଯାଉଛି ତେବେ ଗୋଟିଏ ଟ୍ରାନଜିଟ ପାସରେ ସକାଳୁ ରାତି ୧୧ ଟା ପର୍ଯ୍ୟନ୍ତ ନିଶ୍ଚିନ୍ତ ହୋଇ ଚାଳାଣ ଚାଳୁଥିବା ଅଭିଯୋଗ ହେଉଛି।ପ୍ରଶାସନିକ ଅଧିକାରୀ ମାନଙ୍କ ନିଷ୍କ୍ରିୟତା ମନୋଭାବ ଏଠି ସ୍ପଷ୍ଟ କରୁଛି କିଭଲି ଭାବେ ବେଆଇନ ବାଲି ମାଫିଆ ମାନଙ୍କ ସହିତ ତାଙ୍କ ଭିତିରିଆ ସମ୍ପର୍କ ରହିଛି । ଭିତିରି ସମ୍ପର୍କ ଯୋଗୁଁ ତହସିଲ

କାର୍ଯ୍ୟାଲୟରୁ ଦିଆଯାଇଥିବା ଟ୍ରାନଜିଟ ପାସର ଦୁରୁପଯୋଗ କରାଯାଉ ଥିବା ଅଭିଯୋଗ ହେଉଛି । ବାଲି ଲଘୁ ଖଣିଜ ଦ୍ରବ୍ଯ ଅଟେ ତେଣୁ ବାଲିଘାଟର ଲିଜର ନିୟମ ଅନୁଯାଇ ପ୍ରଥମେ ଲିଜ ପରେ ପରିବେଶ ମଞ୍ଜୁରୀ,ପ୍ରଦୁଷଣ ବିଭାଗର ମଞ୍ଜୁରୀ, ଏବଂ ପଲ୍ଲିସଭା ପରେ ଯାଇଁ ବାଲି ଉଠାଣର ନିୟମ ରହିଛି । ବାଲିଘାଟ ନିଲାମ ହେଲାପରେ ବାଲିଘାଟରୁ କେତେ ବାଲି ଉଠିଲା , କେଉଁ ଗାଡିରେ କେତେ ବାଲି କୈଉଁଠିକୁ ଗଲା ଓ କଣ ପାଇଁ ବ୍ୟବହାର ହେଲା ସବୁର ହିସାବ ରାଜସ୍ବ ବିଭାଗ ରଖିବ। କିନ୍ତୁ ଏଠି ସବୁ ଧର୍ମକୁ ଆଖିଠାର। ତଳୁ ଉପର ପର୍ଯ୍ୟନ୍ତ ସବୁ ସେଟିଂ ତେଣୁ ଜିଲ୍ଲା ପ୍ରଶାସନ ଏ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଲେ ସରକାରଙ୍କ ରାଜସ୍ବ ଆଦାୟ ବଢିପାରିବ ବୋଳି ମତପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like