-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||     

HOME   ଜିଲ୍ଲା

ବରୋଦା ବ୍ୟାଙ୍କ ରୁ ସୋନପୁର କଲେଜ ର 72 ଲକ୍ଷ ଟଙ୍କା ହଡପ ଘଟଣା

12-Jun-2022



ସୋନପୁର (ମନୋରଞ୍ଜନ ତ୍ରିପାଠି)  ବରୋଦା ବ୍ୟାଙ୍କ ରେ ସୋନପୁର କଲେଜ ର 72 ଲକ୍ଷ ଠକେଇ ଘଟଣା ସ୍ଥାନୀୟ ବରୋଦା ବ୍ୟାଙ୍କ ରୁ  ବାହ୍ୟ ରାଜ୍ୟ ବରୋଦା  ବ୍ୟାଙ୍କ କୁ  ଅନ ଲାଇନ  ଜମା ହୋଇଥିବା  10 ଲକ୍ଷ ଟଙ୍କା କୁ  ସୁରକ୍ଷିତ ଉଦ୍ଧାର ପାଇଁ  ବ୍ୟାଙ୍କ ସହାୟତା ରେ ପୋଲିସ ଏହି ଟଙ୍କା କୁ ବ୍ଲକ କରିଥିବା ଏବଂ  ବାହ୍ୟ ରାଜ୍ୟ ର ଆଉ ଏକ ବ୍ୟାଙ୍କ ରେ  ଜମା ହୋଇଥିବା  କିଛି ଟଙ୍କା କୁ ମଧ୍ୟ ବ୍ଲକ କରାଯିବ ବୋଲି ବିଶ୍ଵସ୍ଥ ସୂତ୍ର ରୁ ସୂଚନା ମିଳିଛି l ଗତ କାଲି ସୋନପୁର ପୋଲିସ ର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଘଟଣା ର ଊଚ୍ଚ ସ୍ତରୀୟ ତଦନ୍ତ  ପାଇଁ ପଶ୍ଚିମବଙ୍ଗ କୁଚ ବିହାର କୁ ଯାତ୍ରା କରିଥିବା ଜଣା ଯାଇଛି l ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଓ କଲେଜ ମେନେଜମେଣ୍ଟ ସଭାପତି ସୁବର୍ଣ୍ଣପୁର ଏ ଡି ଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା, ଅନୁସନ୍ଧାନ ର ଅପଡେଟ ରିପୋର୍ଟ ସଂଗ୍ରହ  କରୁଥିବା, ଓ ପ୍ରତି ମୁହୂର୍ତ୍ତ ରେ  କଲେଜ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ସହିତ ଆଲୋଚନା କରି  ଉଭୟ କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ବିଚାର ବିମର୍ଶ ଚାଲିଥିବା ଓ 24 ଘଣ୍ଟା ଏଲର୍ଟ ଥିବା ଜଣାଯାଇଛି l ଏବଂ ଖୁବ ଶୀଘ୍ର ଘଟଣା ର ପର୍ଦାଫାଶ ସହ ସବୁ ଟଙ୍କା ଉଦ୍ଧାର କରି ଶିକ୍ଷାନୁଷ୍ଠାନ ଅର୍ଥ କଳେଙ୍କେରୀ ରେ ଲିପ୍ତ ଥିବା ରାଜ୍ୟ ହେଉ କି ବାହାର ରାଜ୍ୟ ହେଉ ସେଇ ଦୋଷୀ ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନେବା କୁ ସୁବର୍ଣ୍ଣପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l ସବୁଠୁ ଆଶ୍ଚର୍ଯ୍ୟ  ବିଷୟ ଯେ କଲେଜ ର ଚେକ ବୁକ ସବୁ ନମ୍ୱର ସିରିଏଲ ଓ ସୁରକ୍ଷିତ ଥିବା ଅଧ୍ୟକ୍ଷ ସୂଚନା ଦେଇଥିବା ବେଳେ ପୁରାପୁରି ଅବିକଳ  ଚେକ ବୁକ ର ନିର୍ଦ୍ଧିଷ୍ଟ ନମ୍ବର ଥିବା ସ୍କାନିଙ୍ଗ କପି  ସାଇବର ଠକ ଙ୍କ ପାଖକୁ ଆସିଲା କେମିତି ? ଏବଂ 127 ଟି କଲେଜ କୁ ଆସିଥିବା  ବିଶ୍ୱ ବ୍ୟାଙ୍କ ର କୋଟି କୋଟି ଟଙ୍କା ର ଆଇ ଡି ପି ଅନୁଦାନ ର ପ୍ରଥମେ ଏହି ସୋନପୁର କଲେଜ ର ପୁରା  ତଥ୍ୟ ସାଇବର ଠକ ଙ୍କ ହାତରେ ଲାଗିଲା କେମିତି ? ତାହା ଜନ ସାଧାରଣ ଙ୍କ ମଧ୍ୟରେ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026

You Might Also Like