-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||     

HOME   ଜିଲ୍ଲା

ରୋତ ଧାନ ମଣ୍ଡିକୁ ଅଚାନକ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର, ସମ୍ପାଦକ ଓ ମିଲର୍ସ ଙ୍କ ମର୍ଜି ରେ ଚାଲିଛି ଦୁର୍ନୀତି, କଟନି ଛଟନି କୁ ନେଇ ଚାଷୀ କଲେ ଅଭିଯୋଗ

12-Jun-2022



ବଲାଙ୍ଗିର , ନକଲି ଚାଷୀକୁ ପଞ୍ଜିକୃତ କରି ଚାଲିଛି ଧାନକିଣା ଆଗଲପୁର ବ୍ଳକରେ ସମ୍ପାଦକ ଓ ମିଲର୍ସଙ୍କ ମର୍ଜି ଚାଲିଛି ଧାନ କିଣା ବୋଲି ବଲାଙ୍ଗିର ବିଧାୟକ  ନରସିଂହ ମିଶ୍ର କହିଛନ୍ତି l

 ଚାଷ ଆରମ୍ଭ କରିବା ଦିନରୁ ବିଭିନ୍ନ ଉପାୟରେ ରାଜ୍ୟ  ସରକାର ଓ ତାଙ୍କ କର୍ମଚାରୀ ଶୋଷଣ କରି ଚାଲିଛନ୍ତି । ବିଭାଗ ପକ୍ଷରୁ ବିହନର ଅଭାବ, ଠିକ୍ ସମୟରେ ଉପଯୁକ୍ତ ସାର ପ୍ରଦାନ ନ କରିବା, ସାରକୁ ନେଇ କଳା ବିଜାରି କରିବା, ଅମଳ ପରେ ଚାଷୀଙ୍କୁ ପଞ୍ଜିକୃତ କରିବାରେ ଚଞ୍ଚକତା କରିବା ଏପରି ଅନେକ ପ୍ରକାରେ ଚାଷୀ ମାନଙ୍କୁ କୁ ହଇରାଣ କରାଯାଉଛି । ଯେତେବେଳେ ଏତେ କଷ୍ଟ ସହି ନିଜ ଧାନକୁ ମଣ୍ଡିରେ ବିକିବାକୁ ଯାଉଛି ଚାଷୀ, ବିଭାଗକୁ ବାରମ୍ବାର ତାଗିଦ ସତ୍ତ୍ୱେ ମଧ୍ୟ ସେମାନେ କ୍ୱିଣ୍ଟାଲ ପିଛା 3 ରୁ ୫ କେଜି ପର୍ଯ୍ୟନ୍ତ କଟନି ଛଟନି କରି ଚାଷୀକୁ ତାର କଷ୍ଟ ଉପାର୍ଜିତ ଧାନ ପାଉଣାରୁ ବଂଚିତ କରୁଛନ୍ତି ବୋଲି ଗତ କାଲି ଆଗଲପୁର ବ୍ଲକ ରୋତ ସମବାୟ ସମିତି ଦ୍ୱାରା ଚାଲିଥିବା ଧାନକିଣା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ସେଠାରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୋଭ ର ସହ କହିଛନ୍ତି । ଗତ କାଲି ମଧ୍ୟାହ୍ନ ୧୨.୩୦ମି. ସମୟରେ ଅଚାନକ ବିଧାୟକ ଶ୍ରୀ ମିଶ୍ର ରୋତରେ ଚାଲିଥିବା ଧାନକିଣା କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଯାହା ଦେଖିଲେ ସେଥିରୁ ସ୍ପଷ୍ଟ ଭାବେ ଦୁର୍ନିତିର ଗନ୍ଧ ବାରି ହୋଇ ପଡୁଥିଲା । ପଞ୍ଜିକୃତ ଚାଷୀ ତାଲିକାକୁ ନିରୀକ୍ଷଣ କଲେ ଜଣାପଡୁଥିଲା ଯେ ରୋତ ସମବାୟ ସମିତିରେ ପଞ୍ଜିକୃତ ୧୪୨ ଜଣ ଚାଷୀଙ୍କ ମଧ୍ୟରୁ ଏପରି ଅନେକ ନକଲି ଚାଷୀ ଅଛନ୍ତି ଯେଉଁମାନେ ଏ ବର୍ଷ ଧାନ ଚାଷ କରିନାହାନ୍ତି । ତେଣୁ ଏମାନଙ୍କୁ କିପରି ଭାବରେ ଦାୟିତ୍ୱରେ ଥିବା ଅଧିକାରୀମାନେ ଧାନ କିଣିବା ପାଇଁ ପଞ୍ଜିକୃତ କଲେ ।ତାହାର  କିଛି ଅର୍ଥ ନାହିଁ ଓ ଏପରି ଅନେକ ନକଲି ଚାଷୀ ଧାନ ବିକିଥିବା ବେଳେ ପ୍ରକୃତ ଧାନ ଅମଳ କରିଥିବା ଚାଷୀ ପଞ୍ଜିକୃତ ହୋଇପାରିନାହାନ୍ତି । ଯଦି ବି ପଞ୍ଜିକୃତ ହୋଇଛନ୍ତି ସେମାନେ ଆଜି ପର୍ଯ୍ୟନ୍ତ ତାଙ୍କ ଧାନ ବିକିବା ପାଇଁ ଟୋକନ ପାଇନାହାନ୍ତି ବୋଲି ମଣ୍ଡିରେ ଉପସ୍ଥିତ ଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଶ୍ନ କଲେ ସେ ଚାଷୀଙ୍କୁ ର୍ଦୁବ୍ୟବହାର କରୁଛନ୍ତି ବୋଲି କିଛି ଚାଷୀ ଅଭିଯୋଗ କରିଥିଲେ । ଦରକାର ପଡିଲେ ଯୋଗାଣ ଅଧିକାରୀଙ୍କୁ ର୍ଦୁବ୍ୟବହାର ର ଫୋନ କଲ ରେକର୍ଡିଂ ପ୍ରମାଣ ସହ ପ୍ରଦାନ କରିବେ ବୋଲି ଉପସ୍ଥିତ ଥିବା ବହୁ ଚାଷୀ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ସମବାୟ ସମିତିରେ ୧୪୨ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମାତ୍ର ୬୩ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏଥର ମଧ୍ୟ ଚାଷୀ ଅଭାବ ବିକ୍ରି ଶିକାର ନିଶ୍ଚିତ ଭାବରେ ହେବେ । ଠିକ୍ ସେହିପରି ବୁଦୁଲା ସମବାୟ

ସମିତିରେ ମଧ୍ୟ ଶହ ଶହ କ୍ୱିଣ୍ଟାଲ ଧାନ ପଡି ରହିଛି କିନ୍ତୁ ବିଭାଗ ତରଫରୁ ସେହି ଧାନକୁ କିଣିବା କୌଣସି ପ୍ରକାର ତତ୍ପରତା ପ୍ରକାଶ କରାଯାଉନାହିଁ । ଏହାକୁ ନେଇ ଚାଷୀମାନେ ଅଭିଯୋଗ କଲା ପରେ ମଧ୍ୟ ଚାଷୀଙ୍କ ପ୍ରତି ବିଭାଗ ଦ୍ୱାରା ଏପରି ଦାୟିତ୍ୱ ହୀନତାକୁ ବରଦାସ୍ତ କରାଯିବ ନାହିଁ । ଏହାକୁ ନେଇ ସେ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ନରସିଂହ ମିଶ୍ର କହିଥିଲେ । ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କ ଅଚାନକ ମଣ୍ଡି ପରିଦର୍ଶନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନମୋହନ ପଟେଲ, ଚିନ୍ତାମଣି ଭୋଇ, ମଧୁ ପଧାନ, କିଶୋର ପଟେଲ, ସଚିକାନ୍ତ ପଟେଲ, ସ୍ଥାନୀୟ ଚାଷୀ ଓ ସମବାୟ ସମିତିର ସଂପାଦକ ଓ ଅନ୍ୟାନ୍ୟ ଧାନକିଣା ଓ ମଣ୍ଡି କର୍ମଚାରୀ ଉପସ୍ଥିତ ଥିଲେ ।

(ବଲାଙ୍ଗିର ଜିଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ୍) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026

You Might Also Like