-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜୀବନଶୈଳୀ

ମାତ୍ର 9 ବର୍ଷ ବୟସରେ ଦଶମ ପାସ, 14 ବର୍ଷ ବୟସରେ ସ୍ନାତୋକୋତ୍ତର ଡିଗ୍ରୀ ହାସଲ କରି ଇତିହାସ ରଚିଲେ ଅଗସ୍ତ୍ୟ

22-Nov-2020



(ପ୍ରେରଣା ଖବର) - ମାତ୍ର ୯ବର୍ଷ ବୟଷରେ ଦଶମ ପାସ୍ , ୧୧ ବର୍ଷ ବୟସରେ ଅଗସ୍ତ୍ୟ ଜୈସୱାଲ ଯୁକ୍ତ ଦୁଇ ପାସ୍ ଓ ୧୪ବର୍ଷରେ ସ୍ନାତକ ଡିଗ୍ରୀ ହାସଲ କରି ଇତିହାସ ରଚିଛନ୍ତି ହାଇଦ୍ରାବାଦର ଅଗସ୍ତ୍ୟ ଜୈସୱାଲ । ଭାରତର ପ୍ରଥମ ଛାତ୍ର ଭାବେ ଅଗସ୍ତ୍ୟ ଏତେ କମ୍ ବୟଷରେ ସଫଳତା ହାସଲ କରିଛନ୍ତି । ତା’ସାଙ୍ଗକୁ ସେ ଜଣେ ଜାତୀୟ ସ୍ତରର ଟେବୁଲ୍ ଟେନିସ୍ ଖେଳାଳି ମଧ୍ୟ ।
ଅଗସ୍ତ୍ୟ ଜୈସୱାଲ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଅଗସ୍ତ୍ୟ ଅନ୍ୟ ଏକ ପ୍ରତିଭା ହେଉଛି ସେ ଦୁଇ ହାତରେ ଲେଖିବାରେ ଧୁରନ୍ଧର । ଅଗସ୍ତ୍ୟଙ୍କ ଏଭଳି ପ୍ରତିଭା ଦେଖି ପିତାମାତା ତାଙ୍କ ପାଇଁ ବେଶ ଗର୍ବିତ ବୋଲି କହିଛନ୍ତି ।
ଅଗସ୍ତ୍ୟ ଜୈସୱାଲ ଜଣେ ବହୁ ପ୍ରତିଭାବାନ ପିଲା । ପାଠ ପଢା ସହ ଅନ୍ୟକଳାରେ ମଧ୍ୟ ସେ ଧୁରନ୍ଧର। ସେ ଜଣେ ଗାୟକ ଏବଂ ପିଆନୋ ବାଦକ ମଧ୍ୟ। ଏହା ବ୍ୟତୀତ ସେ ଜଣେ ଆନ୍ତର୍ଜାତୀୟ ମୋଟିଭେସନାଲ୍ ବକ୍ତା ଭାବେ ମଧ୍ୟ ପରିଚିତ। ଅଗସ୍ତ୍ୟ ଜୈସୱାଲଙ୍କ ପିତାମାତାଙ୍କ କହିବା କଥା “ପ୍ରତ୍ୟେକ ପିଲାର କିଛି ବିଶେଷ ଗୁଣ ଅଛି, ଯଦି ସମସ୍ତଙ୍କ ପିତାମାତା ତାଙ୍କ ପିଲା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ତେବେ ସେମାନଙ୍କ ପିଲା ମଧ୍ୟ କୌଣସି ନା କୌଣସି କ୍ଷେତ୍ରରେ ଇତିହାସ ସୃଷ୍ଟି କରିପାରିବେ ।
ଏହାପୂର୍ବରୁ ଅଗସ୍ତ୍ୟ ଜୈସୱାଲ ତେଲେଙ୍ଗାନାର ପ୍ରଥମ ଛାତ୍ର ଯିଏକି ୯ ବର୍ଷ ବୟସରେ ୭.୫ ଜିପିଏ ସହ ଦଶମ ପାସ୍ କରିଥିଲେ। ୧୧ ବର୍ଷ ବୟସରେ ଅଗସ୍ତ୍ୟ ଜୈସୱାଲ ମଧ୍ୟ ପ୍ରଥମ ଛାତ୍ର ଯିଏକି ୬୩% ରଖି ଯୁକ୍ତ ଦୁଇ ପାସ୍ କରିବା ସହ ତେଲେଙ୍ଗାନାରେ ରେକର୍ଡ କରିଥିଲେ। ଅଗସ୍ତ୍ୟ ହାଇଦ୍ରାବାଦର ସେଣ୍ଟ ମେରି କଲେଜ ୟୁସୁଫଗୁଡାର ଛାତ୍ର ।
ଅଗସ୍ତ୍ୟ କହିଛନ୍ତି ଯେ ସେ ଏମବିବିଏସ୍ କରି ଡାକ୍ତର ହେବାକୁ ଚାହୁଁଛନ୍ତି। ତାଙ୍କ ମା ଭାଗୀଲକ୍ଷ୍ମୀ କୁହନ୍ତି ଯେ ଆମେ ତାଙ୍କୁ ସବୁବେଳେ ତାକୁ କହୁ ଯାହା ପଢୁଛୁ ସେହି ବିଷୟକୁ ସମ୍ପୁର୍ଣ୍ଣ ବୁଝିବା ସହ ନିଜ ଭାଷାରେ ତାହାକୁ ରୁପାନ୍ତରିତ କରିବା ପାଇଁ କହୁ, ଯାହା ଦ୍ବାରା ବିଷୟକୁ ବୁଝିବାରେ କୌଣସି ଅସୁବିଧା ହେବ ନାହିଁ। ଅଗସ୍ତ୍ୟ ଆମକୁ ସବୁବେଳେ ପ୍ରଶ୍ନ ପଚାରନ୍ତି ଏବଂ ଆମେ ସେମାନଙ୍କୁ ପ୍ରାକ୍ଟିକାଲ୍ ଉତ୍ତର ଦେଉ । ଆମେ ତାକୁ ହସ୍ତଲିଖନ ଏବଂ ସ୍ମୃତି ଅଭ୍ୟାସରେ ମଧ୍ୟ ତାଲିମ ଦେଇଥିଲୁ, ତାହା ମଧ୍ୟ ଏକ ଖୋଲା ପରିବେଶରେ । ଭାଷା ଏବଂ ମୌଳିକ ଗଣିତ ଯାହାକୁ ଆମେ ଏକ ପଦ୍ଧତିଗତ ଉପାୟରେ ଅଗସ୍ତ୍ୟକୁ ତାଲିମ ଦେଇଛୁ ବୋଲି ତାଙ୍କ ମା କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ