-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
29-May-2022
ମୁରିବହାଲ(ସୁଦାମ ଚରଣ ବଘାର): ମୁରିବହାଲ୍ ବ୍ଲକ ପତ୍ରାପାଳି କ ଗ୍ରାମ ଠାରେ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦ ତରଫରୁ ବାର୍ଷିକ ସଭା ଅନୁଷ୍ଠିତ ହୋଇଛି ।ଉକ୍ତ ସଭାରେ ପ୍ରଦୀପ ପୁଟେଲ୍ ସଭାପତିତବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପୁଟେଲ ଯୋଗ ଦେଇ ମାଳି ସମାଜ ର ବିକାଶ,ନାରୀ ଶିକ୍ଷା ଓ ସଚେତନତା ବିଷୟରେ ଆଲୋକପାତ କରିଥିବା ବେଳେ ସଂପାଦକ ମୟ ପୁଟେ ଲ ସମାଜ ର ବାର୍ଷିକ ଆୟ ବ୍ୟୟ ର ବିବରଣୀ ପଠନ କରିଥିଲେ ।ପ୍ରାୟ ଆଖ ପାଖ ଅଂଚଳର ୧୫ ଖଣ୍ଡ ଗ୍ରାମର ଲୋକେ ଉପସ୍ଥିତି ଥିଲେ । କାର୍ଯ୍ୟକ୍ରମ ରେ ଅଂଚଳର ଗଣେଶ ପୂତେଲ, ଅନନ୍ତ ପୁଟେଲ, ଧନେଶ୍ଵର,ପିଲବବୁ,ଶିବ ପୁଟେଲ ପ୍ରମୁଖ ଶତାଧିକ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।