-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
28-May-2022
ବରଗଡ଼:-ବୀର ସାବରକର ଯୁବକ ସଂଘ ବୁକୁରାମୁଣ୍ଡା ଦ୍ଵାରା ଶନିବାର ଦିନ ମାହାନ ସ୍ୱତନ୍ତ୍ରତା ସଂଗ୍ରାମୀ ବୀର ସାବରକର ଙ୍କ ଜୟନ୍ତୀ ଉତ୍ସବ ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଲେ. ଉକ୍ତ ଉତ୍ସବ ରେ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ
ଥିଲେ. ଉପଦେଷ୍ଟା କମିଟି ର ସଦସ୍ୟ ଗିରିଜା ଶଙ୍କର ବାରିକ ଓ ଅଜିତ ବାରିକ ଭାରତ ମାତାର କର୍ମଠ ସୁପୁତ୍ର ବୀର ସାବରକର ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।କ୍ଳବ ର ସମସ୍ତ ସଦସ୍ୟ ବୀର ଶାବରକର ଙ୍କ ପରି ନିଜ ଜୀବନ କୁ ଦେଶ ସେବାରେ ସମର୍ପି ଦେବା ପାଇଁ ଶପଥ ନେଇଥିଲେ । ଶେଷ ରେ ସଂଘ ର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।