-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ସ୍କୁଲ ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ରାଜ୍ୟରେ ୭ହଜାର ୭୭୨ ସ୍କୁଲ ବନ୍ଦ କରିବା ପ୍ରସ୍ତାବ ଅଛି । ୧୪ହଜାର ନୁହେଁ ୭,୭୭୨ ସ୍କୁଲ ବନ୍ଦ ପାଇଁ ପ୍ରସ୍ତାବ ରହିଛି!! ଛାତ୍ରଛାତ୍ରୀ ଯେପରି ଡ୍ରପ ଆଉଟ ନହୁଅନ୍ତି ନିଷ୍ପତ୍ତି ନିଆଯାଇଛି । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ସରକାରଙ୍କ ନାହିଁ!!