-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ମୁମ୍ବାଇ, (ପ୍ରେରଣା ଖବର) - ଡ୍ରଗ୍ସ ମାମଲା : ଏବେ ହାସ୍ୟ ଅଭିନେତ୍ରୀଙ୍କ ପାଳି, ଭାରତୀ ସିଂଙ୍କ ଘରେ ଛାପା ମାରିଲା ଏନ୍ସିବି!!ଡ୍ରଗ୍ସ ମାମଲାରେ ଏନସିବି ତଦନ୍ତ ଜାରି ରହିଛି। ଗୋଟିଏ ପରେ ଗୋଟିଏ ନୂଆ ନାଁ ସାମ୍ନାକୁ ଆସୁଛି। ଏବେ ଏନସିବି ଲୋକପ୍ରିୟ ହାସ୍ୟ କଳାକାର ଭାରତୀ ସିଂଙ୍କ ଘରେ ଚଢ଼ାଉ କରିଛି। ଏହି ମାମଲାରେ ଅଧିକ ବିବରଣୀ ସମ୍ନାକୁ ଆସି ନାହିଁ। ଅନେକ କଳାକାରଙ୍କୁ ଡ୍ରଗ୍ସ ମାମଲାରେ ଟାର୍ଗେଟ କରାଯାଇଛି। ନିକଟରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନସିବି ପଚରାଉଚରା କରି ତାଙ୍କ ଘରେ ଚଢ଼ାଉ କରିଥିଲା!!