-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
କଟକ, (ପ୍ରେରଣା ଖବର) -ପୁରୀ ହାଜତ ମୃତ୍ୟୁ ଘଟଣା ।ହାଇକୋର୍ଟ ରେ ଜନସ୍ବାର୍ଥ ମାମଲା । ମାମଲାର ବିଚାର କୋର୍ଟ ଙ୍କ ତତ୍ବାବଧାନରେ କରିବାକୁ ଆବେଦନ । ଘଟଣା ରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ । ଆଡଭୋକେଟ ଶରତ କୁମାର ରାୟଗୁରୁ ଙ୍କ ପକ୍ଷରୁ ପୁରୀ ହାଜତ ମୃତ୍ୟୁ ମାମଲା। ସରକାରଙ୍କୁ ହାଇକୋର୍ଟ ଙ୍କ ଜବାବ ତଲବ। ଆସନ୍ତା ସପ୍ତାହରେ ପରବର୍ତ୍ତି ଶୁଣାଣୀ ।