-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ୟାଳୟର ବସ ପ୍ରଦାନ କଲେ ଓମଭେଳି ଘରୋଇ ସ୍କୁଲ ର ଅଧ୍ୟକ୍ଷ ଦୀପକ ସାହୁ

12-May-2022



ସଦ୍ ଗୁରୁ ରବିଶଙ୍କରଜୀଙ୍କ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଛି ଶିକ୍ଷାନୁଷ୍ଠାନ ସର୍ବଭାରତରେ ଏକ ହଜାରରୁ ଉର୍ଦ୍ଧ୍ବ ବେଦ ବିଜ୍ଞାନ ମହାବିଦ୍ୟାଳୟ ମଧ୍ୟରୁ ଡିଆଟନ ଅନ୍ୟତମ ବୁଧବାର ଟିଟିଲାଗଡ଼ ସହର ସ୍ଥିତ ଲାୟନ୍ସ କ୍ଲବ କାର୍ଯ୍ୟାଳୟ ପରିସରରେ ଲାୟନ୍ସ କ୍ଳବ, ଲିଓ କ୍ଲବ ଅନୁଷ୍ଠାନର ସଦସ୍ୟଙ୍କ ଉପସ୍ଥିତିରେ ଓମଭେଲୀ ସ୍କୁଲ ଅଧ୍ୟକ୍ଷ ତଥା ଲାୟନ୍ସ ଦୀପକ ସାହୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପରାସରା ପଞ୍ଚାୟତର ଡିଆଟନ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଭାବରେ ପରିଚିତ ବେଦ ବିଜ୍ଞାନ ମହାବିଦ୍ୟାଳୟକୁ ଏକ ବସ ଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ଅନୁଷ୍ଠାନକୁ ସହଯୋଗର ହାତ ବଢ଼େଇ ଆସିଥିବା ସମାଜସେବୀ ଦୀପକ ସାହୁ ନିଜ ଘରୋଇ ବିଦ୍ୟାଳୟରେ ବ୍ୟବହୁତ ହେଉଥିବା ଏକ ସ୍କୁଲ ବସ କୁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରି ବେଦ ବିଜ୍ଞାନ ମହାବିଦ୍ୟାଳୟକୁ ଉକ୍ତ ବସ ଟି ଯୋଗାଇ ଦେଇଛନ୍ତି l ଦୀର୍ଘ ଦିନ ଧରି ଅନୁଷ୍ଠାନର କାର୍ଯ୍ୟକର୍ତା, ପରିଚାଳନା କମିଟି ଲାୟନ୍ସ ଦୀପକ ସାହୁ ଙ୍କୁ ତାଙ୍କ ଓମ ଭେଳି ପବ୍ଲିକ ସ୍କୁଲରେ ବ୍ୟବହୃତ ହେଉଥିବା ଏକ ବସ ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ l ଯାହାକୁ ନେଇ ବୁଧବାର ସ୍କୁଲରେ ବ୍ୟବହୃତ ହେଉଥିବା ଏକ ବସ କୁ ସମ୍ପୃକ୍ତ ଜ୍ଞାନ ମନ୍ଦିର ତଥା ବେଦ ମହାବିଦ୍ୟାଳୟକୁ ହସ୍ତାନ୍ତର କରିଛନ୍ତି l ଏହି ବିଦ୍ୟାଳୟରେ ଆଖ ପାଖ ୧୨ ଖଣ୍ଡ ଗ୍ରାମର ଶିଶୁ ଠାରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ୨୮୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନରତ ଥିବାବେଳେ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ କୁ ନେବା ଆଣିବା ପାଇଁ କୌଣସି ବ୍ୟବସ୍ଥା ନଥିବା ଦେଖି ଓମ୍ ଭେଲୀ ସ୍କୁଲ ଅଧ୍ୟକ୍ଷ ଶ୍ରୀ ସାହୁ ତାଙ୍କ ସ୍କୁଲ ର ଏକ ବସ କୁ ଉକ୍ତ ସ୍କୁଲ କୁ ହସ୍ତାନ୍ତର କରିଥିଲେ।ପୂର୍ବରୁ ମଧ୍ୟ ଶ୍ରୀ ସାହୁ ଉକ୍ତ ସ୍କୁଲ କୁ ଏକ ବସ ଦାନ କରିଥିବା ବେଳେ କରୋନା ମହାମାରୀ ସମୟରେ ବ୍ୟବହୃତ ନ ହୋଇ ଉକ୍ତ ବସ ଟି କାର୍ଯ୍ୟକ୍ଷମ ନହେବା ଯୋଗୁଁ ଓ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅନୁରୋଧ ରକ୍ଷା କରି ସ୍ଥାନୀୟ ଲାୟନ୍ସ କ୍ଲବ ସଦସ୍ୟଙ୍କ ଉପସ୍ଥିତିରେ ଏହି ବସ ଟି କୁ ବିଦ୍ୟାଳୟ ପରିଚାଳନା କମିଟିକୁ ହସ୍ତାନ୍ତର କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କ୍ଲବ ସଭାପତି ଲାୟନ୍ ଦୀପକ ପୃଷ୍ଟି , ସମ୍ପାଦକ ଆଶୀର୍ବାଦ ମହାପାତ୍ର, ଲିଙ୍ଗରାଜ ସାହୁ,ଏମ ଡି ରିହାନ, ସାହିଲ ମେନନ, ଗୋପାଲ ଲାଠ, ଲଳିତା ଲାଠ, ଈଶ୍ୱର ଜୈନ, ଅସୀମ କୁଣ୍ଡୁ, ସଞ୍ଜୟ ସୋନି, ରାକେଶ ଜୈନ,ସାହିଲ୍ ଗୋୟଲ୍ ଙ୍କ ସହ ବେଦ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରତ୍ନାଞ୍ଜଲୀ ପଟ୍ଟାୟତ, ପରିଚାଳନା କମିଟି ର ମୁଖ୍ୟ ଗୀତାଞ୍ଜଳି ଭୋଇ, ଲମ୍ଭୋଧର ଆଡଜୁଆଡ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଏହି ଜ୍ଞାନ ମନ୍ଦିର ଟି ସଦଗୁରୁ ରବିଶଙ୍କରଜୀଙ୍କ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଥିବା ବେଳେ ସମଗ୍ର ଭାରତବର୍ଷ ରେ ଏକ ହଜାର ରୁ ଉର୍ଦ୍ଧ ଜ୍ଞାନ ମନ୍ଦିର ତଥା ବେଦ ମହାବିଦ୍ୟାଳୟ ସ୍ଥାପନା କରାଯାଇଛି l ହେଲେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବସ ସେବା କେବଳ ଟିଟିଲାଗଡ଼ ସହର ନିକଟବର୍ତ୍ତୀ ଗ୍ରାମ ଡିଆଟନ ଗାଁ ରେ ଥିବା ଅନୁଷ୍ଠାନ ରେ ହିଁ ଏହି ସେବା ମାଗଣା ରେ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ନେଇ ଅନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ ରତ୍ନାଞ୍ଜଳି ପଟ୍ଟାୟତ ସୂଚନା ଦେଇଛନ୍ତି l ଲାୟନ୍ସ ଦୀପକ ସାହୁଙ୍କ ଏହି ମହତ କାମ କୁ ସହର ବିଭିନ୍ନ ବର୍ଗ ରେ ବେଶ ପ୍ରଶଂସା କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like