-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ପୁଣି ଥରେ ଆସିଲା ଏକ ଦାଦନ ଶ୍ରମିକ ର ମୃତଦେହ

11-May-2022



ବଲାଙ୍ଗିର/ ବେଲପଡା(ପୂର୍ଣ ଶଶୀ ଶେଖର ରାଓ):   ବଲାଙ୍ଗୀର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ବେଲପଡା ବ୍ଳକ ହେଉଛି  ଦାଦନଗଡ଼ ଭାବେ ପରିଚିତ । ସରକାର ଙ୍କ ଦାଦନ ଦମନ ଅଭିଯାନ ଫେଲ ମାରିବା ବେଳେ   ପ୍ରଶାସନ ର ଅବହେଳା , କିମ୍ବା ବେଆଇନ ଦାଦନ

ସର୍ଦ୍ଦାର ଙ୍କୁ ପୋଲିସ ର  ପ୍ରୋତ୍ସାହନ ଦେବା ।ସେ ଯାହାବି ହେଉ   ଏଠି ଲୋକେ କାମଧନ୍ଦା ନପାଇ ହଜାର ହଜାର ସଂଖ୍ୟାରେ  ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଇଟା ଭାଟି ମାଲିକ ମାନଙ୍କଠାରୁ ନିର୍ଯ୍ୟାତନାର ଶିକାର ହେଉଥିବା  ସହ କଠୋର ପରିଶ୍ରମ ,  ଏବଂ  ଚିକିତ୍ସା ଅଭାବରୁ ଦାଦନ ଶ୍ରମିକଙ୍କ ଗୋଟିଏ ପରେ ଗୋଟିଏ ମୃତ ଦେହ ଫେରୁଥିବା ଦେଖିବାକୁ ମିଳୁଛି  । ସୂଚନାନୁସାରେ  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଯୁବା ପଞ୍ଚାୟତ ଖଲିପଥର ଗ୍ରାମ ର ନକୁଳ ଧରୁଆ ପରିବାର ସହ  ଦାଦନ ସର୍ଦ୍ଦାର ମହେନ୍ଦ୍ର ସୁନା ଙ୍କ ଦ୍ଵାରା  ଦାଦନ  ଖଟିବାକୁ ଯାଇ ଇଟା ଭାଟି ମାଲିକ ନିର୍ଯାତନାର ଶିକାର ହୋଇ  ଗତ ମେ ୩ ତାରିଖ ଦିନ ନକୁଳ ଙ୍କ  ମୃତ ଦେହ ଗାଁ ପହଞ୍ଚି ଥିବା ବେଳେ ତାପରଦିନ ଅନ୍ୟ ଜଣେ ବେଆଇନ ଦାଦନ ଦଲାଲ୍ ଙ୍କ ଦ୍ଵାରା ଯାଇଥିବା  ସୁଲେକେଲା ପଞ୍ଚାୟତ ସୁଲେକେଲା ଗ୍ରାମର ଦାଦନ ଶ୍ରମିକ ଯାଇ ଇଟା ଭାଟି ମାଲିକ ର ନିର୍ଯ୍ୟାତନାର ଶିକାର ହୋଇ ସେଠାରେ ମୃତ୍ୟୁବରଣ କରିଥିଲେ। ଏବଂ ଇଟା ଭାଟି ମାଲିକ ଆମୁଲେନ୍ସ ଯୋଗେ ଦାଦନ ଶ୍ରମିକ ଙ୍କମୃତ ଦେହ ପରିବାର ଲୋକେ ପହଞ୍ଚିଲେ । ଏପରି ଦୁଃଖଦ ଘଟଣା ମନରୁ ନଲିଭୁଣୁ ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ ଦେହ ଗାଁ ପହଞ୍ଚି ଥିବା ଜଣାପଡିଛି । ମିଳିଥିବା ସୂଚନା  ଅନୁସାରେ ବେଲପଡା ଥାନା ଧୂମାଭଟା ପଞ୍ଚାୟତ ଖଳଖଳି ଗ୍ରାମ ର  ଦାଦନ ଶ୍ରମିକ ଙ୍କ ଜଗଦୀଶ ମାଝୀ (୪୦) ଙ୍କ ମୃତ ଦେହ ଗାଁ କୁ ପହଞ୍ଚିଛି ।

ମୃତ ଦାଦନ ଶ୍ରମିକଙ୍କୁ ୮୫୦୦୦ ଟଙ୍କା ବଇନା ଦେଇ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ମହେନ୍ଦ୍ର ସୁନା ଓ୍ବାରେଙ୍ଗେଲ କୁ ଜଗଦୀଶ ଓ ତାଙ୍କ ପରିବାର କୁ ପଠାଇଥିଲେ। ସେଠାରେ ଇଟା ଭାଟି ମାଲିକ ନିର୍ଯାତନାର ଶିକାର ଓ କଠିନ ପରିଶ୍ରମ ସହ ଚିକିତ୍ସା ଅଭାବରୁ ଜଗଦୀଶ ମାଝୀ ଙ୍କ ମୃତ୍ୟୁ ହୋଇଥିଲା ବୋଲି ମୃତ ଦାଦନ ଶ୍ରମିକ ଙ୍କ ସ୍ତ୍ରୀ ଗୀତା ମାଝୀ  କହିଛନ୍ତି । ମୃତକ ଦାଦନ ଙ୍କ ତିନି  ଝିଅ  ଓ ଗୋଟିଏ ପୁଅ  ପିଙ୍କି( ୧୫) , ରିଙ୍କି (୭),ଚୁମକୀ (୫) ,ପ୍ରିତମ (୩)  ଥିବାରୁ ତାଙ୍କ ସ୍ତ୍ରୀ ଗୀତା  ଅସହାୟ ହୋଇପଡିଛନ୍ତି । ମୃତ ଦାଦନ ଶ୍ରମିକ ଜଗଦୀଶ ପରିବାର ଜଣେ ରୋଜଗାର କ୍ଷମ ବ୍ୟକ୍ତି ଥିଲେ ଓ ତାଙ୍କ ମୃତ୍ୟୁ ପରିବାର କିପରି ଛୋଟ ଛୋଟ ପୁଅ ଝିଅ ଙ୍କୁ ପୋଷିବି ବୋଲି କୋହଭରା କଣ୍ଠରେ କହିଛନ୍ତି ।   ଗରିବ ଆଦିବାସୀ ମୃତ ଦାଦନ ଶ୍ରମିକ ଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ବେଆଇନ ଭାବେ  ଦାଦନ ଶ୍ରମିକ ଚାଲାଣ କରୁଥିବା ସର୍ଦ୍ଦାର ମହେନ୍ଦ୍ର ସୁନା ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଦାଦନ ଶ୍ରମିକ ଙ୍କ ଗୋଟିଏ ପରେ ଗୋଟିଏ ଏଭଳି ୩ ଦାଦନ ଙ୍କ ମୃତ ଦେହ ଗାଁ ଫେରୁଛି । ଏଥିପ୍ରତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ ,ଶ୍ରମବିଭାଗ ଦୃଷ୍ଟି ଦେବାକୁ  ସାଧାରଣ ରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like