-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
18-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : କଣ୍ଟାବାଞ୍ଜି ସ୍ଥିତ ରେଳବାଇ ପଡିଆ ୱାର୍ଡ ନମ୍ବର୧୫ ରେ ଥିବା ହନୁମାନ ମନ୍ଦିର ରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି। ଏହି ଉତ୍ସବରେ ମନ୍ଦିରରୁ ଏକ ରେଳିରେ ବାହାରି ନଗର ପରିକ୍ରମା କରାଯାଇଛି। ଷ୍ଟେସନ ଅଞ୍ଚଳରେ ଥିବା ଗରୀବ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟା ଯାଇଥିଲା । ଏହି ଅବସରରେ ପୂଜା କମିଟି ର ସଭାପତି ହେମନ୍ତ କୁମାର, ସଚିବ ରାକେଶ ମାଂଝୀ , ସଦସ୍ୟ ମୋହନ ସୁନା ,ସୁମିତ ଯାଦବ, କିଶୋର ଡାନି, ରାହୁଲ ସୁନା, ଖେଡୁ କୁମ୍ଭାର,ହିମାଂଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।