-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
14-Apr-2022
ବଲାଙ୍ଗିର (ପ୍ରେରଣା ଖବର) ସ୍ଥାନୀୟ ଇଚ୍ଛା ପଡା ଠାରେ ଆଜି ହନୁମାନ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ଆଜି ପଣା ସଂକ୍ରାନ୍ତି ଅବସରରେ ପଣା ପ୍ରସ୍ତୁତ ହୋଇଥିଲା ଓ ପଡା ର ସମସ୍ତେ ପଣା ପାନ କରିଥିଲେ lଏଥିରେ ସମଗ୍ର ଇଚ୍ଛା ପଡା ବାସୀ ସହଯୋଗ କରିଥିଲେ l ଏହି ଅବସରରେ ସୁନ୍ଦର କାଣ୍ଡ ପରାୟଣ ଅନୁଷ୍ଟିତ ହୋଇଥିଲା l ଏହି ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିଁକl ସାହୁ ଯୋଗ ଦେଇ ପଡାବାସୀ ଙ୍କୁ ଉତ୍ସାହିତ କରିଥିଲେ l