-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
04-Apr-2022
ବରଗଡ଼ // ବଡଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକ ସ୍ଥିତ ପେଟୁପାଲି ଗ୍ରାମ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୁର୍ତି ଉନ୍ମୋଚିତ ହୋଇଯାଇଛି lମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ ସରୋଜ ମେହେର ଓ ସମ୍ମାନୀତ ଅତିଥି ଭାବେ ବିଜେଡ଼ି ଯୁବନେତା ସୁବ୍ରତ ସିଂହ ଯୋଗ ଦେଇ ଏହି ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିଥିଲେ lମାନ୍ୟବର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବିଧାୟକ
ଅନୁଦାନ ପାଣ୍ଠିରୁ ନିର୍ମିତ ଓଡିଶା ର ଗର୍ବ ଓ ଗୌରବ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ସୋହେଲା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଗଙ୍ଗାଧର ପ୍ରେମୀ ଯୋଗ ଦେଇଥିଲେ l ଏଥିରେ ଭୁଲିଆ ସମାଜର ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ