-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||     

HOME   ଜିଲ୍ଲା

ଫିରିଙ୍ଗିଆରେ ଘନ ଘନ ଚୋରୀ ବୃଦ୍ଧି ପାଉଛି :ପୋଲିସ ପାଟ୍ରୋଲିଂ କଡା କଡ଼ି କରିବାକୁ ଦାବୀ ହେଉଛି

03-Apr-2022



କନ୍ଧମାଳ,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଳକରେ ଦିନକୁ ଦିନ ଗୋଟିଏ ପଂଚାତୟରୁ ଆଉ ଗୋଟିଏ ପଂଚାୟତକୁ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଅନ୍ୟ ପଂଚାୟତବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହା ଅନ୍ୟ ପଂଚାୟତ ଆଡ଼କୁ ବ୍ୟାପିବା ପୂର୍ବରୁ ପୁଲିସ୍‍ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି। ତେବେ ଚୋରି କେବଳ ପଂଚାୟତ କାର୍ଯ୍ୟାଳୟମାନଙ୍କରୁ ହେଉଥିବାରୁ ଏଥିରେ କୌଣସି ଏକ ନିର୍ଦ୍ଧିଷ୍ଟ ରାକେଟ ସାମିଲ୍‍ ଥିବା କୁହାଯାଇଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ମଧ୍ୟ ଏହି ଚୋରି ହେଉଥିବା ନେଇ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ପିରିଙ୍ଗିଆ ବ୍ଲକ ଅଧିନରେ ଥିବା ଡିଣ୍ଡିରାଗାଁ ପଂଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ କିଛି ଦୁର୍ବୁତ କାର୍ଯ୍ୟାଳୟରେ ଥିବା କିଛି ମୁଲ୍ୟବାନ ଜିନିଷ ଚୋରି କରିନେଇ ଥିବା ନେଇ ପଂଚାୟତର ସରପଂଚ ଫିରିଙ୍ଗିଆ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।ନବନିର୍ବାଚିତ ସରପଂଚ ରଞ୍ଜିତ ମଲ୍ଲିକଙ୍କ ଅଭିଯୋଗ କ୍ରମେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ ପଂଚାୟତ କାର୍ଯ୍ୟାଳୟ ଭିତରେ ପସି କାର୍ଯ୍ୟାଳୟ ରେ ଥିବା କମ୍ପ୍ୟୁଟର, ଟିଭି ସହ କାର୍ଯ୍ୟାଳୟ ଭିତରେ ଥିବା ଆଲମିରା ଭିତରେ ଥିବା ଅନ୍ୟାନ୍ୟ ଜରୁରି କାଗଜ ପତ୍ର ଚୋରି କରିନେଇଛନ୍ତି। ଏହି ଘଟଣାକୁ ନେଇ ସରପଂଚ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଅତିରିକ୍ତ ଥାନା ଅଧିକାରି ପ୍ରଦିପ କୁମାର ରାଉଳ ଏବଂ ଏସଆଇ କୃଷ୍ନଚନ୍ଦ୍ର ଗଉଡଙ୍କ ସହ ଏକ ସ୍ୱତନ୍ତ୍ର ଟିମ ଜିଲ୍ଲା ସାଇନଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ପଂଚାୟତ ନିର୍ବାଚନରେ ରାଜନୈତିକ ଆକ୍ରୋଶ ରଖିି ଏହି ଚୋରି ହୋଇଥିବା ପଂଚାୟତର ନବନିର୍ବାଚିତ ସରପଂଚ ମତ ଦେଇଥିବା ବେଳେ ଏହି ଚୋରି ଘଟଣାକୁ ନେଇ ଅଂଚଳରେ ଏକ ପ୍ରକାର ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ତୁରନ୍ତ ଚୋରି ସାମଗ୍ରୀ ଉଦ୍ଧାର କରାଯିବା  ସହିତ ଏଥିରେ ସଂପୃକ୍ତ ମାନଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ ଜୁଲିଲତା ସାହୁ ମଧ୍ୟ  ନିବେଦନ କରିଛନ୍ତି। ।

ସେହିଭଳି ଗତ କିଛିଦିନ ତଳେ ଏହି ବ୍ଳକ ଅନ୍ତର୍ଗତ ସାଡିଙ୍ଗିଆ ପଂଚାୟତ କାର୍ଯ୍ୟଳୟ ପରିସରରେ ଥିବା ଜିଆରଏସ କାର୍ଯ୍ୟାଳୟର ସ୍କାଏଲାଇଟ ଭାଙ୍ଗି ୭୦ ହଜାର ଟଙ୍କା ଚୋରୀ ହୋଇଥିିବା ନେଇ ମଧ୍ୟ ଥାନାରେ ଏତଲା ଦିଆଯାଇଛି। ସାଡିଙ୍ଗିଆ ପଂଚାୟତ ଦାୟିତ୍ୱରେ ଥିବା ଯୋଗାଣ ସହାୟୀକା ବନିତା ସାହୁଙ୍କ ଅଭିଯୋଗ ପ୍ରକାରେ, ସାଧାରଣ ବଣ୍ଟନ ଯୋଜନାରେ ହିତାଧିକାରି ମାନଙ୍କୁ କିରୋସିନ ଓ ଚାଉଳ ବିକ୍ରିକରିଥିବା ପ୍ରାୟ ୭୦ ହଜାର ଟଙ୍କା ତାଙ୍କ କାର୍ଯ୍ୟାଳୟ ରେ ରଖିଥିଲେ। ଗତ ରବିବାର ରାତିରେ କିଛି ଦୁର୍ବୁତ କାର୍ଯ୍ୟାଳୟ ର  ସ୍କାଏ ଲାଇଟ ଭାଙ୍ଗି ଅଫିସ ଭିତରକୁ ପ୍ରବେଶ କରି ଥିବା ଡ୍ର ଭାଙ୍ଗି ସେଠାରୁ ୭୦ ହଜାର ଟଙ୍କା ଚୋରି କରିନେଇଥିବା କହିଛନ୍ତି। ଏନେଇ ମଧ୍ୟ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ଅନ୍ୟପଟେ ସାଡିଙ୍ଗିଆ ପଂଚାୟତରେ କୈାଣସି ସୁରକ୍ଷା ବ୍ୟବସ୍ଥା ନଥିବା ସ୍ଥଳେ ଯୋଗାଣ ସହାୟିକା ଜଣକ ଏତେ ଗୁଡିଏ ଟଙ୍କା କାହିଁକି କାର୍ଯ୍ୟାଳୟ ମଧ୍ୟରେ ରଖିଥିଲେ ତାହାକୁ ନେଇ ମଧ୍ୟ  ଏଠାରେ ପ୍ରଶ୍ନ ଉଠିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026
  ଜିଲ୍ଲା  
ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   28-Aug-2026

You Might Also Like