-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
28-Aug-2026
ବିନିକା(ହିମାଂଶୁ ଶେଖର ରିପୁଟେଲ)ଧୀରେ ଧୀରେ ରାସ୍ତାରେ ଯାଉଥିବା ବେଳେ ଏକ ବିରଳ କଇଁଛକୁ ଉଦ୍ଧାର କରାଯାଇଛି ।ଖବର ପ୍ରଚାରିତ ହେବା ମାତ୍ରେ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ପ୍ରବଳ ଭିଡ଼ ଜମିଛି ।ମିଳିଥିବା ଖବର ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୌଡିଆମୁଣ୍ଡା ଗାଁର ସତ୍ୟପୀର ନାୟକ ଏକ ବିରଳ ପ୍ରଜାତିର ହଳଦିଆ ରଙ୍ଗର କଇଛକୁ ରାସ୍ତାରେ ଯାଉଥିବା ଦେଖିବାକୁ ପାଇଥିଲେ । ଏହି କଇଁଛର ପଛ ପଟରେ ପଦ୍ମ ଚି଼ହ୍ନ,ଲକ୍ଷ୍ମୀଙ୍କ ଦୁଇଟି ପାଦ ଚି଼ହ୍ନ ଓ ମସ୍ତକରେ ବିନ୍ଦି ଚି଼ହ୍ନ ରହିଥିବା ଦେଖିବାକୁ ମିଳୁଛି ।ତେବେ ଆଜି କଇଁଛ କୁ ଦେଖିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଗାଁ ଲୋକଙ୍କ ଭିଡ଼ ଜମୁଛି।