-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
ଟିଟିଲାଗଡ,(ପ୍ରବୀଣ ମହାନ୍ତି) ଟିଟିଲାଗଡ ବ୍ଳକ ଅନ୍ତର୍ଗତ କୁରସୁଡ ଗ୍ରାମ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଯଶୋବନ୍ତ ସାହୁଙ୍କ ସଭାପତିରେ ଉତ୍କଳ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ ପ୍ରଧାନମନ୍ତ୍ରୀଙ୍କ "ପରୀକ୍ଷା ପେ ଚର୍ଚ୍ଚା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।