-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
01-Apr-2022
ଭୁବନେଶ୍ୱର(ଅମୃତ ନନ୍ଦ ଙ୍କ ରିପୋର୍ଟ) : ଆଲବମ ଜଗତରେ ଏକ ନୂଆ ରୂପରେ ସୂର୍ଯ୍ୟ ଏଣ୍ଟେର୍ଟେନମେଣ୍ଟ ର ପ୍ରଥମ ମ୍ୟୁଜିକ ଭିଡିଓ ଆଲବମ ଶୁଭମୁକ୍ତି ହେବାକୁ ଯାଉଛି । ଆଜିର ଯୁବପିଢ଼ିକୁ ଆଖିଆଗରେ ରଖି ଏପରୀ ଗୀତଟି ପ୍ରସ୍ତୁତ କରାଯାଇଛି।ଏହାକୁ ସୂର୍ଯ୍ୟାନ ରଥ କୋରିଓଗ୍ରାଫର୍ ଓ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିନୟ କରିଛନ୍ତି ସୂର୍ଯ୍ୟକାନ୍ତ ଓ ସୁଶ୍ରୀ । ଏହି ଗୀତ ଟିକୁ ମଧ୍ୟ୍ୟ ଖୁବ ଶୀଘ୍ର ରିଲିଜ ହେବ ବୋଲି କହିଛନ୍ତି ସୂର୍ଯ୍ୟାନ। ସଚିନ ମହାପାତ୍ର ମ୍ୟୁଜିକ ଲେଖିଥିବା ବେଳେ ଏହାକୁ ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଓ ଲିରିକ୍ସ ଦେଇଛନ୍ତି ସତ୍ୟ ନନ୍ଦ ନାୟକ ।