-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ବରଗଡ ଜିଲ୍ଲା ଗାଇସିଲେଟ ଥାନା ବର୍ତ୍ତମାନ ଚର୍ଚ୍ଚା ପରିଧି କେତେବେଳେ ପୋଲିସ ଜୁଲମ କୁ ନେଇ ତ କେତେବେଳେ ପୋଲିସ କୁ ମାଡ଼ ଘଟଣା କୁ ନେଇ କେନ୍ଦ୍ର ର ଚର୍ଚ୍ଚା ବିଷୟ ପାଲଟିଛି । ଆଜି ବୁଧବାର ପୂର୍ବାନ ୧୧:୩୦ ସମୟରେ ଗାଇସିଲେଟ ନବ ନିର୍ମିତ ଥାନା ଗୃହ ପରିସର ରେ ଜୈନିକ ଯୁବକ ପବିତ୍ର ତାଣ୍ଡି ବୟସ ୩୫ ପାଖା ପାଖି ଥିବା ବେଳେ ଆଜି କୌଣସି କାରଣ ରୁ ଥାନା ପରିସର ନବନିର୍ମିତ ଗୃହ ରେ ନିଜ ଦେହରେ ନିଆ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଚିତ୍ର ସାମ୍ନା କୁ ଆସୁଛି । ପ୍ରଥମେ ଗାଇସିଲେଟ ସିଏସସି ପରେ ପଦ୍ମପୁର ମେଡିକାଲକୁ ସ୍ଥାନାନ୍ତରିତକରାଯାଇଥିବା ବେଳେ ଯୁବକ ର ସ୍ୱାସ୍ଥ୍ୟଗୁରୁତରଥିବାଜଣାପଡିଛି ।ତେବେ ଥାନା ପରିସର ରେ ଏଭଳି ଘଟଣା କୁ ଲୋକେ ଗ୍ରହଣ କରିପାରୁ ନ ଥିବା ବେଳେ ବର୍ତ୍ତମାନ ଚର୍ଚ୍ଚା ରେ ଗାଇସିଲେଟ ଥାନା ।