-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
29-Mar-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)- କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ନବନିର୍ବାଚିତ ଉପାଧ୍ୟାକ୍ଷ ସୁରେନ୍ଦ୍ର ଭୋଇ ସୋମବାର ଆନୁଷ୍ଠାନିକ ଭାବେ ବ୍ଲକ କାର୍ଯ୍ୟାଳୟ ରେ ପହଂଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଧା ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଥିବା ବେଳେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଶେଷ ଦେବ ସାହୁ, ରଶ୍ମୀକାନ୍ତ ସାହୁ ,ଦୀନବନ୍ଧୁ ସାହୁ,ଅମ୍ବିଲାଲ ସାହୁ,ବନ ସାହୁ,ବିନୋଦ ସାହୁ,ହିରୋଜ ସାହୁ,ଜଗଦୀଶ ସାହୁ,ରାଜୀବ ସାହୁ,ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏହା ପରେ ଉପାଧ୍ୟକ୍ଷ ଶ୍ରୀ ଭୋଇ ତାଙ୍କ କାର୍ଯଳୟ ରେ ଯୋଗ ଦେଇ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ନିଜକୁ ସମର୍ପିତ କରିବି ବୋଲି ମତପ୍ରକାଶ କରିଥିଲେ।