-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
ଆଜି ଭାରତ ବନ୍ଦର ପ୍ରଥମ ଦିନରେ ବଲାଙ୍ଗିରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳିତ ହୋଇଯାଇଛି l ଆଜି ବଲାଙ୍ଗୀର ଜିଲ୍ଲାର ଅଶାଦିଦି ମାନେ ମୁଖ୍ୟ ରାସ୍ଥା ଅଵରୋଧ କରିଛନ୍ତି l ବଲାଙ୍ଗୀର
କଚେରୀ ଛକଠାରେ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ କରିଥିଲେ ଆଶା କର୍ମୀ ମାନେ l ଆଶା କର୍ମୀ ମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି କାମ କରିଥିବା ବେଳେ କେନ୍ଦ୍ର ସରକାର କି ରାଜ୍ୟ ସରକାର ଏମାନଙ୍କ ପାଇଁ କୈଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି l ତେବେ ଆଶା କର୍ମୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ ଦରମା ବୃଦ୍ଧି ଦାବିରେ ଆଶା କର୍ମୀ ମାନେ ରାଜରାସ୍ତା କୁ ଓହ୍ଲାଇଛନ୍ତି l