-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2022
ପଦ୍ମପୁର:-ବରଗଡ ଜିଲ୍ଲା ରେ ଗତକାଲି ଅନୁଷ୍ଠିତ ଜିଲ୍ଲାପରିଷଦ ନିର୍ବାଚନରେ ବିଜୁ ଜନତା ଦଳ ର ସମର୍ଥିତ ପ୍ରାର୍ଥିନୀ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାପରେ ଆଜି ବରଗଡ ଜିଲ୍ଲା ବିଜୁଜନତା ଦଳ ର ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ବିଜେଡି କାର୍ଯ୍ୟାଳୟ କୁ ଆସି ସାକ୍ଷାତ କରିବା ସଙ୍ଗେ ସଙ୍ଗେ ଆର୍ଶିର୍ବାଦ ଭିକ୍ଷା କରିଛନ୍ତି ।ଏ କ୍ରମର ଶ୍ରୀମାନ ବରିହା ବରଗଡ ଜିଲ୍ଲା କୁ ଆସୁଥିବା ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ପ୍ରାଧାନ୍ୟ ଦେବା ସହ ବିଜୁ ଜନତା ଦଳ କୁ ତୃଣମୂଳ ସ୍ତର ରୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ ।