-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||     

HOME   ଜିଲ୍ଲା

ନିଶିଗନ୍ଧା ନାରୀ ସଶକ୍ତିକରଣ ପକ୍ଷରୁ ରାଜ୍ୟ ସ୍ତରୀୟ ଆଭାଷି ଆନ୍ତର୍ଜାତୀୟ ମହିଳା ଦିବସ ଓ କବିତା ଆସର

09-Mar-2022



ବରଗଡ/ଅତାବିରା(ନିରଞ୍ଜନ ତ୍ରିପାଠୀ)ମହିଳା ମାନଙ୍କ ପ୍ରତି  ସମ୍ମାନ ଓ ଶ୍ରଦ୍ଧାର ନିଦର୍ଶନ  ସୃଷ୍ଟି କରୁଥିବା ଆନ୍ତର୍ଜାତୀୟ ମହିଳା ଦିବସରେ ନିଶିଗନ୍ଧା ସଶକ୍ତିକରଣ ପକ୍ଷରୁ ପ୍ରତିଷ୍ଠାତା ବଳରାମ ତରାଇ ଙ୍କ ଅହ୍ୱାନକ୍ରମେ ଆଭାଷୀ ମାଧ୍ୟମରେ ରାଜ୍ୟ ସ୍ତରୀୟ ମହିଳା ଦିବସ ପାଳିତ ହୋଇଯାଇଛି ।ନାରୀ ସଶକ୍ତିକରଣ ର ସଭାନେତ୍ରୀ କୌଶଲ୍ୟା ବେଉରିଆ ଙ୍କ  ସଭାପତିତ୍ବରେ ଆୟୋଜିତ ଏହି ଆଭାସି କାର୍ଯ୍ୟକ୍ରମକୁ ଉପସ୍ଥାପନା ଓ ସଂଯୋଜନା କରିଥିଲେ  ଉପ ସଭାନେତ୍ରୀ ଶ୍ରୀମତୀ ଅନୁସୂୟା ଦେବତା ନାରୀ ସଶକ୍ତିକରଣ ନିଶିଗନ୍ଦ୍ଧା। ପ୍ରାରମ୍ଭରେ   ସମଷ୍ଟିକୁ ବିଶେଷ ଧ୍ୟାନ ଦେଇ ସୁଲଳିତ ସ୍ଵରରେ ଭଜନ ପରିବେଷଣ କରିଥଲେ- ଗୀତିକାର ତଥା ଆକାଶବାଣୀ ର  ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ଗଗନ ବିହାରୀ ସ୍ୱାଇଁ। ଏହି କାର୍ଯ୍ୟକ୍ରମରେ
  ତ୍ରିଭାଷୀୟ କବୟିତ୍ରୀ, ଗାଳ୍ପିକା, ଔପନ୍ୟାସିକା, ସମାଲୋଚିକା, ପ୍ରାବନ୍ଧିକା, 
ଶ୍ରୀମତୀ ସଂଘମିତ୍ରା ରାଏଗୁରୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି  ଭାବରେ ଶ୍ରୀମତୀ କମଳିନୀ ଦେବୀ ଯୋଗ ଦେଇଥିଲେ। ମୁଖ୍ୟ ଅଲୋଚିକା  ଭାବରେ "ଅନୁରାଗ " ର ସମ୍ପାଦିକା ,ଗାଳ୍ପିକା, ପ୍ରବନ୍ଧକାର,ନାଟ୍ୟକାର ତଥା ଔପନ୍ୟାସିକା ଶ୍ରୀମତୀ ମନୋରମା  ମିଶ୍ର,ସମ୍ମାନିତ ଅତିଥି  ଭାବରେ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ରାଉତ ,ଶ୍ରୀମତୀ ମଧୁଲିତା ପରିଡ଼ା,ଶ୍ରୀମତୀ ରିତା ସାମଲ ଓ ଶ୍ରୀମତୀ ଆରତୀ ସାହୁ ଯୋଗ ଦେଇଥିଲେ।
ଅତୀତରେ ନାରୀ ଓ ବର୍ତ୍ତମାନ ର ନାରୀ ଉପରେ   ଅତିଥି ମାନେ ବହୁତ୍ ସୁନ୍ଦର  ଭାବରେ ବିଶ୍ଳେଷଣlତ୍ମକ ଆଲୋଚନା କରିଥିଲେ । ଏହାପରେ ଏକ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା।ପ୍ରାୟତଃ ତିରିଶ ଜଣ କବି କବୟିତ୍ରୀ ମାନେ  ନାରୀ ଉପରେ ଆଧାରିତ ନିଜ ନିଜର ସ୍ବରଚିତ କବିତା ଆବୃତ୍ତି  କରିଥିଲେ।  ଏହି କାର୍ଯ୍ୟ କ୍ରମରେ ଅରୁଣୀ ତ୍ରିପାଠୀ,ନୀଳାଦ୍ରି ଜଗଦେବ,ବିଜୟଶ୍ରୀ ନାଥ, ନୀରଦ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ଖମାରୀ,ଗୋଦାବରୀ ଦାଶ,ସୁଲୋଚନା ବେହେରା, ରତିରଞ୍ଜନ  ସାର୍ ପ୍ରମୁଖଙ୍କ ସହ ନିଶିଗନ୍ଧା ର ବହୁ ସଂଖ୍ୟକ କବି, କବୟିତ୍ରୀ ଓ ସାହିତ୍ୟ ସ୍ରଷ୍ଟା ମାନେ ଯୋଗ ଦେଇଥିଲେ। ପରିଶେଷରେ  କବି ସୌରଭ ଶ୍ରୀ କୈଳାଶ ଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026
  ଜିଲ୍ଲା  
ସାମ୍ବାଦିକଙ୍କ ମାତୃ ବିୟୋଗ   06-Sep-2026

You Might Also Like