-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||      ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||     

HOME   ଜିଲ୍ଲା

ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬

06-Sep-2026



ବରପାଲି ,(ସୁଦାମ ଦୀପ) ବରଗଡ ଜିଲ୍ଲା ଭେଡେନ ବ୍ଲକ  କୁବେଡେଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାରମ୍ଭିକ କାର୍ଯ୍ୟକ୍ରମ ୬୯ତମ ରକ୍ତ ଦାନ୍ ଶିବିର କୁ ପ୍ରାରମ୍ଭିକ ଯୋଡି ସ୍ବାମୀ ସ୍ତ୍ରୀ ରକ୍ତ ଦାତା ଶ୍ରିଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର୍ ଓ ଶ୍ରିମତି ସଂଗିତା ମେହେର୍ ଯୁଗ୍ମ ଭାବେ ଉଦଘାଟନ କରିଥିଲେ। ୫ଜଣ ମହିଳା ସମେତ ସର୍ବମୋଟ୍ ୫୧ୟୁନିଟ୍ ରକ୍ତ ସଂଗ୍ରହ ହେଲା। ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ସୁନିଲ୍ ବାଗ୍ ଦେବାଶିଷ ମିଶ୍ର ଗଣେଷ ପ୍ରଧାନ ବିନୋଦ୍ ବେହେରା ଅଗ୍ନି ମହାନନ୍ଦ ରକ୍ତ ସଂଗ୍ରହ କରିଥିଲେ। ଉତ୍ସବର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବର୍ଦ୍ଧନା ସଭାରେ ଅମୃତ୍ କୁଟୁମ୍ ସଭାପତି ଶ୍ରିଯୁକ୍ତ ଆନନ୍ଦ ଚନ୍ଦ୍ର ସୁନା ମୁଖ୍ଯ ଅତିଥି ଶ୍ରିଯୁକ୍ତ ସନ୍ତୋଷ କୁମାର ପଣ୍ଡା (ଅବସରପ୍ରାପ୍ତ ଅଧ୍ୟାପକ ମହିଳା ମହାବିଦ୍ୟାଳୟ ବରଗଡ୍)ମୁଖ୍ୟବକ୍ତା ଶ୍ରିଯୁକ୍ତ ରାମଚନ୍ଦ୍ର ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ ପଲ୍ଳିସ୍ରି ମହାବିଦ୍ୟାଳୟ ଚିଚିଣ୍ଡା) ସମ୍ମାନିତ ଅତିଥି ଭାବରେ ଶ୍ରିଯୁକ୍ତ ଜନ୍ମେଜୟ ମିଶ୍ର (ସରପଞ୍ଚ କୁବେଡେଗା ଗ୍ରାମପଞ୍ଚାୟତ) ଓ ଭାଷାବିତ ତଥା ଆଲୋଚକ ଶ୍ରିଯୁକ୍ତ ଉପ୍ତନ୍ନ କୁମାର୍ ଭୋଇ ମଞ୍ଚାସିନ ଥିଲେ। ଏହି ଉତ୍ସବରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୃକ୍ଷ ରୋପଣ କରିଥିବା ଶ୍ରିଯୁକ୍ତ ରଘୁନାଥ ପଧାନଙ୍କୁ ଅମୃତ୍ ସେବା ସମ୍ମାନ୍,ବିନିକା ଅଞ୍ଚଳର ଆଦର୍ଶ ଶିକ୍ଷକ ଶ୍ରିଯୁକ୍ତ ଦେବଦତ୍ତ ପଣ୍ଡା ଙ୍କୁ ଅମୃତ୍ ଶିକ୍ଷା ସମ୍ମାନ ଓ ୧୦୮ଥର ରକ୍ତ ଦାନ୍ କରିଥିବା ରକ୍ତ ଦାତା ଶ୍ରିଯୁକ୍ତ ଅଶୋକ କୁମାର ଅଗ୍ରୱାଲ ଙ୍କୁ ଅମୃତ୍ ସ୍ବାସ୍ଥ୍ୟ ସେବା ସମ୍ମାନ୍ ରେ ସମ୍ମାନିତ କରାଗଲା। ସମାଜ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାର ଖଣ୍ଡହଥା,ଯୁବ ଗୋଷ୍ଠୀ ସାହ୍ଳେପାଲି,ରାଜ୍ ମିସ୍ତ୍ରୀ ସଂଘ ଭେଡେନ୍, ଭୁଲିଆ ସମାଜ ଜାଣ୍ଡୋଲ୍, ଜିଲ୍ଲା ସମାଜ ସେବି ସଂଘ ବରଗଡ୍, ଓ ଅନ୍ଯ ବହୁ ଅନୁଷ୍ଠାନ କୁ ଅମୃତ୍ ସେବା ସମ୍ମାନ୍ ରେ ସମ୍ମାନିତ କରାଗଲା। ସଭାରେ ରକ୍ତର କୈଣସିଟି ଜିବନ ନଷ୍ଟ ନ ହୋଇଦେବାକୁ ସମସ୍ତ ସଂଗଠନ ମତ ପ୍ରଦାନ୍ କରିଥିଲେ। ଶେଷରେ ଅମୃତ୍ କୁଟୁମ୍ ଉପସଭାପତି ଶ୍ରିଯୁକ୍ତ ରୁଦ୍ରନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଘନଶ୍ୟାମ ପତି ବିରେନ୍ଦ୍ର ବନଛୋର୍ ମହାଦେବ ଦିପ୍ ରାମଚନ୍ଦ୍ର ପଧାନ୍ ଭୈରବ ରଥ ସାନନ୍ଦ ବାଗ୍ ସୁସନଜିତ୍ ତ୍ରିପାଠି କୁନା ମିଶ୍ର ତଥା ଅମୃତ୍ କୁଟୁମ୍ ର ସବୁ ସଦସ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   06-Sep-2026
  ଜିଲ୍ଲା  
ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   06-Sep-2026
  ଜିଲ୍ଲା  
ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   06-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   06-Sep-2026
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   06-Sep-2026
  ଜିଲ୍ଲା  
ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   06-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   06-Sep-2026
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026

You Might Also Like