-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Feb-2022
ଗୁଡ଼ଭେଲା // ଜିଲା ପରିଷଦ ଜୋନ ୬ରେ ଭୋଟ ଫଳାଫଳକୁ ନେଇ ଗୁଜବ,ଭୋଟ ଗଣତି କେନ୍ଦ୍ର ସମ୍ମୁଖରେ ଉତ୍ତେଜନା
ବଲାଙ୍ଗିରର ଜିଲା ଗୁଡଭେଲା ବ୍ଳକ କାର୍ଯ୍ୟାଳୟ ପରିଷରରେ ରବିବାର ୬ନମ୍ବର ଜିଲାପରିଷଦ ଜୋନର ଭୋଟ ଗଣତି ହୋଇଥିବା ବେଳେ ସଂଧ୍ୟା ପ୍ରାୟ ୭ଟାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ଗୁଜବ ହେବାରୁ ଭୋଟକେନ୍ଦ୍ର ସମ୍ମୁଖରେ ଥିବା କଂଗ୍ରେସ କର୍ମୀ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା । ତୁଷୁରା ତହସିଳଦାର ରବିନ୍ଦ୍ର କୁମାର ପଟେଲ ଓ ତୁଷୁରା ଥାନାଧିକାରୀ ସଞ୍ଜବ ପ୍ରଧାନ କଂଗ୍ରେସ କର୍ମୀଙ୍କ ସହ ଖବରଲେଖା ହେବା ପର୍ଯ୍ୟନ୍ତ ଆଲୋଚନା ଚାଳିଛି । ସୂଚନା ଯେ, ପ୍ରଶାସନ ପକ୍ଷରୁ ଜିଲାପରିଷଦର ଭୋଟ ଗଣତିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇ ନଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ଗୁଜବ ହେଇଥିଲା ।