-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
18-Feb-2022
ବଲାଙ୍ଗିର/ ଗତକାଲି ୧୩ ନମ୍ଵର୍ ଜୋନ୍ ର ଜିଲ୍ଲା ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ନିରବତୀ ନନ୍ଦ ଙ୍କ ପାଇଁ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଜରାସିଂହା ଗ୍ରାମ ପଞ୍ଚାୟତ ଏବଂ ମହଲେଇ ଗ୍ରାମ ପଞ୍ଚାୟତ ର ୮ ଖଣ୍ଡ ଗାଁ କୁ ଯାଇ ଘର ଘର ବୁଲି ନୀରବତୀ ନନ୍ଦ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।ସାଥିରେ ଯୁବ ନେତା ରମାକାନ୍ତ ବେହେରା,ଶ୍ଯାମ ନନ୍ଦ, ଅମନ୍ ମହାପାତ୍ର, କୁନା ସେଠ୍ ,ପ୍ରଦୀପ ମିଶ୍ର, ବଳରାମ
ଜାଲ,ବସନ୍ତ,ସଦାଶିବ ମେହେର୍ ଆଦି ଯୋଗଦେଇ ଆମ୍ ଆଦମୀ ପାର୍ଟି ର ଦିଲ୍ଲୀ ରେ ଚାଲିଥିବା ଜନକଲ୍ୟାଣ କାମ ବିଷୟ ରେ ଲୋକଙ୍କୁ ବୁଝାଇ ଥିଲେ ଲୋକ ବିଜେଡି ସରକାର ଉପରେ ବହୁତ୍ ରଗୀଛନ୍ତି ଏବଂ ବିପୁଳ ଜନସମର୍ଥନ କରିଥିଲେ ଏବଂ ସ୍ୱାଗତ୍ ସମ୍ମର୍ଥନ କରି ଆମ୍ ଆଦମି ପାର୍ଟି ରେ କିଛି ଯୁବକ ଯୋଡିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଆଗାମୀ ଦିନରେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ଆହୁରି ଦେଓଗାଁ ବ୍ଲକ ରେ ସୁଦୃଢ଼ ହେବ ବୋଲି ଅନୁମାନ କରାଯାଉଛି।