-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ରାଜନୀତି

ଗଣତନ୍ତ୍ରକୁ କିଣିନେଉଛନ୍ତି ସେମାନେ : ବାହୁବଳୀ ଓ କ୍ଷମତାଶାଳୀଙ୍କ ଦଖଲରେ ନିର୍ବାଚନ

18-Feb-2022



ବଲାଙ୍ଗୀର :(ମଳୟ ମିଶ୍ରଙ୍କ ରିପୋର୍ଟ ) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଇ ଦୁଇଦିନ ମଧ୍ୟରେ ଦ୍ବିତୀୟପର୍ଯ୍ୟାୟ ଭୋଟଗ୍ରହଣ ସୁଦ୍ଧା ଯାହା ଦେଖାଯାଇଆସୁଛି , ଟଙ୍କା , ମଦମାଂସ ଓ ବଳଶାଳୀନେତାଙ୍କ ପ୍ରଚ୍ଛନ୍ନ ଧମକଚମକ ଦ୍ବାରା ଭୋଟ ହାତେଇବା ଚାଲିଛି । ଗାଁ' ଗାଁ'ରେ ଟଙ୍କା ଦେଇ ଭୋଟ କିଣାଯାଉଛି । ମଦଭାଟି ବା ମଦଦୋକାନ ବନ୍ଦ ରହି ଡ୍ରାଇ ଡେ' କୁହାଯାଉଥିଲେ ହେଁ , ଏତେ ମଦ ମିଳୁଛି କେଉଁଠୁ  ?  ପୁଲିସ୍ ଗାଡିରେ ଓ ପୁଲିସ୍ କର୍ମଚାରୀଙ୍କ ନାଁ'ରେ ଭୋଟରଙ୍କୁ ଟଙ୍କା ବଣ୍ଟା ଧରାପଡୁଛି । ପ୍ରଥମପର୍ଯ୍ୟାୟର ଭୋଟଗ୍ରହଣ ପୂର୍ବରୁ ପାଟଣାଗଡ ବ୍ଲକ୍ ର  ପାଣ୍ଡେସରା ଓ ମସିଣାଛାପର ଦୁଇଟି ଗ୍ରାମରେ ଏଭଳି ଘଟିଥିବା ଲୋକଲୋଚକୁ ଆସିଛି । କେତେକ ଅସାଧୁପ୍ରକୃତିର ଲୋକଙ୍କୁ ମତାଇ ଗାଁ' ଅବରୋଧ କରାଯାଇ ବୁଥ୍ କ୍ୟାପ୍ ଚର ଭଳି ଘଟଣା ଘଟିଥିବା ଶୁଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୋଟଗ୍ରହଣ ବେଳେ ପାଟଣାଗଡ ବ୍ଲକ୍ ର ଗଙ୍ଗାସାଗର ସାଲେପାଲି ଗ୍ରାମରେ ଏଭଳି ହୋଇଥିବା ଶୁଣିବାକୁ ମିଳିଥିଲା । ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁରୂପ ବିଶୃଙ୍ଖଳା ଘଟିଥିବା ଅଭିଯୋଗ ହୋଇଥିଲେ ହେଁ , ନିର୍ବାଚନଅଧିକାରୀ ବା ପ୍ରଶାସନ ଏସବୁ ପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି । ଖୋଦ୍ ସରକାରୀଦଳର ଲୋକେ , ବିଧାୟକଙ୍କ ବିରୋଧରେ ଏଭଳି ଗୁରୁତର ନିର୍ବାଚନଆଚରଣବିଧି ଉଲଙ୍ଘନର ଅଭିଯୋଗକୁ ଅଣଶୁଣା କରିଦିଆଯାଇଛି । ଆଜି ଦ୍ୱିତୀୟଦିନରେ ସବୁଠୁଁ ରାଜନୀତିସଚେତନ ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀର ଲୋଇସିଂହା , ପୁଇଁତଳା ଓ ଆଗଲପୁର ତିନୋଟି ବ୍ଲକ୍ ରେ କ'ଣ ଘଟୁଛି , ଜଣାପଡିପାରି ନଥିଲେ ହେଁ , ବିଭିନ୍ନ ଅଘଟଣ ଓ ବିଶୃଙ୍ଖଳାର ଆଶଙ୍କାକୁ ଏଡାଇଦେଇ ହେଉନାହିଁ ।

ବାହୁବଳୀ ରାଜନେତା ଓ ତାଙ୍କବଳରେ ବଳୀୟାନ୍ ଉଦ୍ ଭ୍ରାନ୍ତ ଯୁବବାହିନୀ , କେନ୍ଦ୍ର ଶାସକଦଳ ବିଧାୟକଙ୍କ ପତିଆରାପାଇଁ ପ୍ରାଣମୂର୍ଚ୍ଛା ଲଢେଇ  , ଚିରଅସନ୍ତୁଷ୍ଟ ନିରାଶନେତାଙ୍କ କୂଟନୀତିକ ଚାଲ୍ ଓ  ରାଜ୍ୟ ଶାସକଦଳର ଆଗକୁ ଟିକେଟ୍ ଆଶାୟୀ ଯୁବନେତାଙ୍କ ସଂଗ୍ରାମ ଇତ୍ୟାଦି ଭିତରେ ଅତୀତର ବିଚିତ୍ର ଗତିପ୍ରକୃତିର ଅତିସମ୍ବେଦନଶୀଳ ଲୋଇସିଂହା ବିଧାନସଭା ମଣ୍ଡଳୀର ଭୋଟଗ୍ରହଣ ଯେ ସହଜରେ ଅବାଧ ଓ ସ୍ବଚ୍ଛ ପ୍ରକ୍ରିୟାରେ ସମ୍ପନ୍ନ ହେବ , ଏ ନେଇ ନାନାଦି ଆଶଙ୍କା ରହିଛି ।

ଆଗକୁ ରହିଛି ଆଉ ତିନୋଟି ପର୍ଯ୍ୟାୟର।ଭୋଟଗ୍ରହଣ । 

ତେଣୁ ଏଭଳି ଧର୍ମକୁ ଆଖିଠାରମାରି ଧନବଳ , ବାହୁବଳ ଓ ପୂର୍ବରୁ ସଂରକ୍ଷଣ ଭଳି ପଛୁଆବର୍ଗ ଓ  ଆଦିବାସୀଙ୍କ ଅସନ୍ତୋଷ ଆଦି କୂଟନୈତିକ ପ୍ରସଙ୍ଗ ମଧ୍ୟରେ ହେଉଥିବା ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନର ଗଣତନ୍ତ୍ରର ବାଟମାରଣାର କୁଫଳ ଆଗାମୀଦିନରେ ଲୋକଙ୍କୁ ହିଁ ଭୋଗିବାକୁ ପଡିବ । ଏଣୁ ପ୍ରତ୍ୟେକ ଭୋଟର ଭାବିଚିନ୍ତି ସଠିକ୍ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପରାମର୍ଶ ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like