-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||     

HOME   ରାଜ୍ୟ

ମନରେଗା କାମ ରେ ଲାଞ୍ଚ ନେବା ଓ ଭୋଟ ସମୟରେ ଟଙ୍କା ଦେବା ଘଟଣାର ଭିଡିଓ ଭାଇରାଲ ଘଟଣା, ସରପଞ୍ଚ ଙ୍କ ନାଁ ରେ ଜିଲ୍ଲା ପ୍ରଶାସନ ତରଫରୁ ସିନ୍ଧେକେଲା ଥାନାରେ ଅଭିଯୋଗ

11-Feb-2022



ଦଶନ୍ଧି ଦଶନ୍ଧିର ସମସ୍ୟା ଦାଦନ। ଏଠି ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ଯକୁ ଯାଏ ଦାଦନ ଖଟି। ସାଧାରଣ ଲୋକଙ୍କ କଥା କିଏ ପଚାରେ ଦାନା ପାଇଁ ଏଠି ଚାଷୀ ବି ଦାଦନ । ଆଉ କରୋନା ମାଡରେ ଏ ସମସ୍ୟା ଆହୁରୀ ଦ୍ବିଗୁଣିତ ହୋଇଛି । ସମସ୍ୟାର ସମାଧାନ ପାଇଁ ଯୋଜନା ବି ଅନେକ ହେଲେ ଶ୍ରମିକଙ୍କୁ ମିଳୁନି କାଣିଚାଏ ଫାଇଦା । କୁଜିନେତା, ଦୁର୍ନୀତିଖୋର ଅଧିକାରୀ ମାଲାମାଲ ହେଲେଣୀ। ଗାଁ ଗାଁରେ ମନରେଗାର ଦୁର୍ନୀତି । ଏହାର ସଦ୍ୟତମ ଉଦାହରଣ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ବାମୀ ଲକ୍ଷ୍ମୀକାନ୍ତ ବାଗ କିଛି ମାସ ତଳେ ମନରେଗା କାମ ପାଇଁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ସମୟରେ ବ୍ଲକ ପ୍ରଶାସନ ନିଜ ଦୋଷ ଲୁଚାଇବାକୁ ଏକ ବ୍ଲକ ସ୍ତରୀୟ ତଦନ୍ତକାରୀ ଦଳ ପଠାଇ ଠେମରା ପଞ୍ଚାୟତ ରେ ତଦନ୍ତ କରି କାମ ସାରି ଦେଇଥିଲା। ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଯୋର ଧରିଥିବା ବେଳେ ପୁଣୀ ସେହି ଠେମରା ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ବାମୀ ଲକ୍ଷ୍ମୀକାନ୍ତ ବାଗ ଏବେ ନିଜେ ସରପଞ୍ଚ ପ୍ରାର୍ଥୀ ଭାବେ ଉଠିଥିବା ଓ ଭୋଟ ପ୍ରଚାର ସମୟରେ ଟଙ୍କା ଦେଉଥିବା ଭିଡିଓ ଭାଇରାଲ ହେବା ତାହା ବି ତାଙ୍କ ମୋବାଇଲ ରେ ରଖା ଯାଇଥିବା ଷ୍ଟାଟସ ରୁ ଏବେ ଏହାକୁନେଇ ବଙ୍ଗୋମୁଣ୍ଡା ବ୍ଲକ ଉଠୁଛି ପଡୁଛି। ଲକ୍ଷ୍ମୀକାନ୍ତ ଏହାକୁ ପୁର୍ବର ଏକ ପୁଜା ସମୟର ବୋଲି ନିଜ ପକ୍ଷ ରଖୁଥିବା ବେଳେ । ଅଭିଯୋଗ କାରି ଏହାକୁ ଏହି ଭୋଟ ସମୟରେ ଭୋଟରଙ୍କୁ  ଟଙ୍କା ଦେଇ ପ୍ରଲୋଭିତ କରୁଥିବା ଅଭିଯୋଗ

କରିଛନ୍ତି। ଏପରି ସ୍ଥିତିରେ ଘଟଣାର ସ୍ଥିତି କୁ ଦେଖି ଜିଲ୍ଲା ପ୍ରଶାସନ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନି ଙ୍କୁ ଇନକ୍ଵାରି ପାଇଁ ଠେମରା ପଠାଇଥିଲା। କିନ୍ତୁ ଅଭିଯୋଗକାରୀ ତହସିଲଦାରଙ୍କ ଇନକ୍ବାରୀ ଏକ ପାଖିଆ ହୋଇଥିବା ଅଭିଯୋଗ କରିବାପରେ ଜିଲ୍ଲା ପ୍ରଶାସନ ଟିଟିଲାଗଡ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ଙ୍କୁ ଇନକ୍ବାରୀ ପାଇଁ ପଠାଇଥିଲେ ଉପଜିଲ୍ଲାପାଳ ୱାନ ଟୁ ୱାନ ଇନକ୍ବାରୀ କରି ରିପୋର୍ଟ ଜିଲ୍ଲାପାଳ ଙ୍କୁ ଦେବାପରେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା ସିନ୍ଧେକେଲା ଥାନାରେ ୬ ପୃଷ୍ଠା ସମ୍ବଳିତ ଅଭିଯୋଗ ପତ୍ର ଦେଇଛନ୍ତି। ସେଥିରେ ଟଙ୍କା ବାଣ୍ଟିବା ଓ କୋଭିଡ ଆଇନ ଉଲ୍ଲଂଘନ କରିଥିବା କେସ ଦାୟର ହୋଇଛି । ସିନ୍ଧେକେଲା ପୋଲିସ ଥାନା କେସ ନମ୍ବର ୨୭/୨୨ ରୁଜୁକରି ଧାରା ୧୮୮, ୨୭୨, ୬୯,୨୭୦ , ୧୭୧ ଇ ୩୪ ଆଇପିସି ୩୧ ବି ଡିଜାଷ୍ଟର ମାନେଜମେଣ୍ଟ ଆକ୍ଟ ରେ କେସ ରୁଜୁ ହୋଇଥିବା ସିନ୍ଧେକେଲା ଥାନାଧିକାରି ଆଲୋକ ବେହେରା ସୁଚନା ଦେଇଛନ୍ତି। 


News Comment




Photo in News

Advertisment
Lastest News
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026

You Might Also Like