-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ସୁବର୍ଣ୍ଣପୁର (ମୋନରଞ୍ଜନ୍ ତ୍ରିପଠୀ)
ସୁବର୍ଣ୍ଣପୁର ଜିଲ୍ଲାର ଚଡେଇପଙ୍କ ଗ୍ରାପରେ ସରପଞ୍ଚ ପ୍ରାର୍ଥୀ ମହେଶ୍ବର ନନ୍ଦ, ୧୮ ତାରିଖରେ ସମସ୍ତ କାଗଜପତ୍ର ସହିତ ମନୋନୟନ ପତ୍ର ଦାଖଲ କରିଥିଲେ। ୨୨ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୫ ନମ୍ବର ଫର୍ମରେ ଚୂଡ଼ାନ୍ତ ପ୍ରାର୍ଥୀ ମାନଙ୍କ ତାଲିକା ପ୍ରସ୍ତୁତ କରି ପ୍ରକାଶିତ କରାଯାଇଛି। ପରେ ସରକାରଙ୍କ କେଉଁ ସ୍ତରର ଅଫିସର ଓ କେଉଁ ନେତାଙ୍କ ଚାପରେ ବ୍ୟାପକ ଟଙ୍କା କାରବାର ରେ ଗଣତନ୍ତ୍ରକୁ ହତ୍ଯା କରିଛନ୍ତି ଓ ବିନାପ୍ରତ୍ୟାହାର ରେ ମହେଶ୍ବର ଙ୍କୁ ଚିହ୍ନ ନଦେଇ ଅନ୍ୟ ପ୍ରାର୍ଥୀ ଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ଘୋଷଣା କଲେ ତାହା ଅନ୍ୟାୟ, ଦୁର୍ଭାଗ୍ୟ ଜନକ ଓ ସରକାରୀ କଳ ର ଅପ ବ୍ୟବହାର ନିଶ୍ଚିତ ବୋଲି ବିଜେପି ନେତା ବଳଦେବ ବେଦବାକ ପ୍ରକାଶ କରିଛନ୍ତି l ଏବଂ ମହେଶ୍ୱର ନନ୍ଦ ଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେବାକୁ ଦୃଢ଼ ଦାବୀ କରିଛନ୍ତି l