-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ସୋନପୁର(ମୋନରଞ୍ଜନ ତ୍ରୀପାଠୀ) ଆଜି ଲେପ୍ରା ସୋସାଇଟି ସୋନପୁର ଠାରେ କୁଷ୍ଠ ନିରାକରଣ ଦିବସ ପାଳନ କରାଯାଇ ଥିଲା। ଏଥିରେ ଜିଲା କୁଷ୍ଠ ଅଧିକାରୀ ଡା. ପଦହଂସ ଦୋରା ଲେପ୍ରା ସାେସାଇଟିର ବ୍ରାଣ୍ଡ ଆମ୍ବାସାଡର ଶ୍ରୀ ଗୋରେଖନାଥ ସାହୁ ଫିଜିଓଥେରାଫିଷ୍ଟ ସୁନୀତା ମିଶ୍ର ସାର୍ସ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଫିଲ୍ଡ କୋଡିନେଟର ନୃସିଂହ ମିଶ୍ର ଓ ଅନ୍ୟ କର୍ମଚାରୀ ସବୁ ଉପସିତ ଥିଲେ । କୁଷ୍ଠ ରୋଗରୁ ଭଲ ହୋଇଥିବା ଚାରି ଜଣ ଲାେକ ମଧ୍ୟ ଉପସ୍ଥିତ ରହି ଖୁସି ପ୍ରକଟ କରିଥିଲେ l ଶପଥ ନେଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l ।ତାପରେ ସୋନପୁର ର କୁଷ୍ଠାଶ୍ରମ ରେ ଥିବା ୧୩ ଜଣ ଅନ୍ତେବାସୀ ମାନଙ୍କୁ ସାମିଲ କରି ଶପଥ ନିଆଗଲା ଓ ଫଳ ବଣ୍ଟନ କରାଗଲା। ଅନ୍ତେବାସୀ ମାନେ ସମସ୍ତେ ମିଶି ଏକ ସୁନ୍ଦର ଭଜନ ପରିବେଷଣ କରିଥିଲେ ।