-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
କଟକ (ପ୍ରେରଣା ଖବର ବ୍ୟୁରୋ) ପ୍ରତିବର୍ଷ ପରି କବିତା ମିନାର ସାହିତ୍ୟ ଘର ପରିବାର ତରଫରୁ ଏ ବର୍ଷମଧ୍ୟ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି, ଛାତ୍ରଛାତ୍ରୀମାନଙ୍କର ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟିକରିବା ଏବଂ ଲୁକାୟିତ କଳାକାରଙ୍କୁ ଲୋକାଭିମୁଖୀ କରିବା ଉଦେଶ୍ୟରେ ଆୟୋଜନ କରାଯାଇଥିଲା, ଏଥିରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ କରୋନାର କରାଳ ରୂପ ପାଇଁ ଏହା ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି |
ଲୁକାୟିତ କଳାକାରଙ୍କୁ ଲୋକାଭିମୁଖୀ କରିବା ଏବଂ ଚିତ୍ରକଳା ମାଧ୍ୟମରେ ଆମ ସଂକୃତିକୁ ଦେଶବିଦେଶରେ ପ୍ରଚାର ପ୍ରସାର କରିବା ଏହାର ମୂଳ ଉଦେଶ୍ୟ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ ସାହୁ କହିଛନ୍ତି |
ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ହେଲେ
ଆଲିଶା ପଣ୍ଡା, ଭୁବନେଶ୍ୱର
ବିନ୍ଦୁ ସୁକେଶିନୀ ଦାଶ, ବାଲେଶ୍ୱର
ସ୍ବର୍ଣ୍ଣପ୍ରିୟା ସାହୁ, ବଡମ୍ବା କଟକ
ଅର୍ଚ୍ଚିତା ପ୍ରଧାନ, ନରସିଂହପୁର କଟକ
ଜ୍ୟୋସ୍ନାରାଣୀ ମଲ୍ଲିକ,
କିସ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର
ଏବଂ ସମୃଦ୍ଧି ଚୌଧୁରୀ, ବଡମ୍ବା କଟକ