-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ନାମାଙ୍କନ ପତ୍ର ଦାଖଲ ଶେଷ ଦିବସ ରେ ୧୯ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ନାମାଙ୍କନ

22-Jan-2022



ପାଟଣାଗଡ଼ / ଗତକାଲି ପଞ୍ଚାୟତ ନିର୍ବାଚନ ନାମାଙ୍କନ ର ଆଜି ଶେଷଦିନରେ ବିଭିନ୍ନ ଦଳରୁ ପାଟଣାଗଡ଼ ଉପଖଣ୍ଡ ରେ ୧୮ ଜଣ  ଜିଲ୍ଲାପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। କୋଭିଡ କଟକଣା ଯୋଗୁଁ ନିଜ ନିଜ ସମର୍ଥକ କୁ ନେଇ ପ୍ରାର୍ଥୀ ମାନେ ରେଲିରେ ଆସିଥିଲେ ଏବଂ ଉପଜିଲ୍ଲାପାଳ ଙ୍କ ପାଖକୁ କେବଳ ଜଣେ ପ୍ରାର୍ଥୀ ହିଁ ଯାଇ ତାଙ୍କର ନାମାଙ୍କନ ପତ୍ର ପ୍ରଦାନ କରିଥିଲେ ।ଆଜି ବିଜେଡି ପକ୍ଷରୁ ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ  ପୂର୍ବତନ ଯୁଗୀମୁଣ୍ଡା ସରପଞ୍ଚ କସ୍ତୁରୀ ସେଠ ଓ ବିଜେପି ରୁ ପୂର୍ବତନ ପଣ୍ଡାମୁଣ୍ଡା ସରପଞ୍ଚ ତଥା ଏବେରେ ସମିତିସଭ୍ୟ ଡ଼ୁମେରପଦର ଗାଁ ର ଚତୁର୍ମୁଖ ମେହେର ଙ୍କ ସ୍ତ୍ରୀ ଅହଲ୍ୟା ମେହେର ,ପାଟଣାଗଡ ବ୍ଳକ ୧୪ ନମ୍ବର ଜୋନ୍ ରୁ ବିଜେପି ରୁ ଲରମ୍ଭା ପଞ୍ଚାୟତ ର ବାବନୀପାଲି ଗାଁ ର ଝୁନୁ ନାୟକ ଓ କଂଗ୍ରେସ ର ସୁନାମୁଦୀ ର ହେମଳତା ଭୁଏ ,୧୬ ନମ୍ବର ଜୋନ ର ବିଜେଡି ରୁ କେନ୍ଦମୁଣ୍ଡି ପଞ୍ଚାୟତ ପୋଡ଼ଛାପର ଗାଁ ର ବାଳିକା ମାଝୀ, ବିଜେପି ରୁ ଭଇଁଷା ଗାଁ ର ହୃଷିକେଶ ଭୋଇ ଓ କଂଗ୍ରେସ ରୁ ଧୂବଳପଡ଼ା ପଞ୍ଚାୟତ ଭାଲୁପିଟା ଗାଁ ର ଚନ୍ଦ୍ର ବାଗ,ଖପ୍ରାଖୋଲ ବ୍ଲକ ୪ ନମ୍ବର  ଜୋନରୁ ବିଜେଡି ର ପ୍ରମିଳା କଠାର ଓ ବିଜେପି ର ପଡ଼ିଆବାହାଲ ପଞ୍ଚାୟତ ସାନଉଡେନ ଗାଁ ର ସନ୍ତୋଷିନୀ ବରିହା,ଜୋନ 3ରୁ ବିଜେପି ର ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ର ସ୍ତ୍ରୀ ପାୟଲ ଅଗ୍ରୱାଲ, ବେଲପଡା ବ୍ଲକ ଜୋନ ୨୪ ବିଜେପି ରୁ ଗମ୍ଭାରୀ ପଞ୍ଚାୟତ କିନ୍ଦରିଟାଲ ଗାଁ ର ଝରଣା ଭୁଏ, ୨୫ ଜୋନ ରୁ ବିଜେଡି ରୁ ବେଲପଡା ପଂଚାୟତ ର ସୁଜାତା ଛତ୍ରିଆ ଓ ୨୬ ଜୋନ୍ ବିଜେପି ରୁ କନ୍ଧେନଝୁଲା ପଞ୍ଚାୟତ କଂସାପଲା  ଗାଁ ର ବୋହୂ ହେଲେ ଧୂମାଭଟା ପଂଚାୟତ ଜଳିଆ ଗାଁ ର ଝିଅ ଅନିମା ଦାଶ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବହୁଜନ ସମାଜ ପାର୍ଟି ରୁ  ଚାରି ଜଣ ଜୋନ ୩ରୁ ସୁଭଦ୍ରା ସୁନା, ଜୋନ ୪ରୁ ଲଳିତା ବରିହା, ଜୋନ ୧୫ ରୁ ସୀମା ନାଗ ଓ ଜୋନ ୨୬ ରୁ ଦେବକୀ ତାଣ୍ଡି, ଶେଷରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜୋନ ୩ ରୁ ରୁକ୍ମିଣୀ ପଣ୍ଡା ଓ ୨୪ ନମ୍ବର ଜୋନ୍ ପାଇଁ ବେଲପଡା ବ୍ଳକ ଘଗରା ଗାଁ କୃତିବାସ ମାଝୀ  ଆଦି ଆସି ଆଜି ତାଙ୍କର ପ୍ରାର୍ଥୀ ପତ୍ର ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠି ଠାରେ ଦାଖଲ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like