-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ଲୋଇସିଂହା, ଚଳିତ ଥର ଲୋଇସିଂହା ବ୍ଳକ ହୀରାପୁର ଗ୍ରାମ ପଂଚାୟତର ସରପଞ୍ଚ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି l ଆଉ ଏହି ପଦବୀ ସକାଶେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ସମାଜସେବୀ ରମାକାନ୍ତ ବିଶ୍ୱାଳ l ନିଜ ବ୍ୟକ୍ତିଗତ କାର୍ଯ୍ୟ ସହ ସମାଜସେବା ପ୍ରତି ଆଗ୍ରହୀ ଥିବା ଶ୍ରୀ ବିଶ୍ୱାଳ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଓହ୍ଲାଇଛି ବୋଲି ପ୍ରକାଶ କରିଛନ୍ତି l ହୀରାପୁର ପଞ୍ଚାୟତର ଯେଉଁସବୁ ସମସ୍ୟା ରହିଛି ପଂଚାୟତବାସି ଜଦି ସୁଯୋଗ ଦେଲେ ପଂଚାୟତକୁ ସୁନ୍ଦର କରି ଗଢିବା ସହିତ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଠନ କରିବା ପାଇଁ ଅପ୍ରାଣେ ଚେଷ୍ଟା କରିବି ବୋଲି କହିଛନ୍ତି l ଲୋକେ ସହଯୋଗର ହାତ ବଢ଼ାଇ ନିର୍ବାଚନରେ ବିଜୟୀ କରାଇବାକୁ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି l