-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ବରଗଡ:-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବରଗଡ ଜିଲ୍ଲା ରେ ସମୁଦାୟ ସମସ୍ତ ବ୍ଳକ ରୁ ଆସିଥିବା ତଥ୍ୟ ଅନୁସାରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ୪୪୮୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ,ସରପଞ୍ଚ ପଦବୀ ପାଇଁ ୧୩୬୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି lଠିକ ସେ ଭଳି ସମିତି ସଭ୍ୟ ଭାବରେ ୯୩୧ ଜଣ ଏବଂ ଜିଲ୍ଲାପରିଷଦ ସଭ୍ୟ ଭାବରେ ନିର୍ବାଚନ ମଇଦାନ କୁ ଓହ୍ଲାଇବା ପାଇଁ ସମୁଦାୟ ୧୨୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ବରଗଡ ଜିଲ୍ଲା ପଞ୍ଚାୟତ ଅଫିସର ଶ୍ରୀମାନ ବିରେନ୍ଦ୍ର ହୋତା ଙ୍କ ଠାରୁ ପ୍ରକାଶ l