-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
30-Sep-2020
ଭୁବନେଶ୍ବର ୩୦।୯: ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ନକଲି ମୋବିଲ କାରଖାନା ଠାବ କରିଛି କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ ଟିମ୍ । ପୋଡା ମୋବିଲକୁ କିରୋସିନିରେ ମିଶାଇ ଏଠାରେ ବିଭିନ୍ନ ବ୍ରାଣ୍ଡର ମୋବିଲ ତିଆରି କରାଯାଉଥିଲା ।*
*ଚଢାଉ ବେଳେ ୧୩ହଜାର ଲିଟର ମୋବିଲ, ୧୬ ହଜାର ଲିଟର ପୋଡା ମୋବିଲ ଜବତ କରିଛି । ଏହାସହ ମୋବିଲ ତିଆରି କରୁଥିବା କଣ୍ଟେନର ମେସିନ ଓ ଡବା ମଧ୍ୟ ଜବତ କରିଛି । ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।