-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ବରଗଡ:-ବରଗଡ଼ ଜିଲ୍ଲା ରେ ଜଣାଶୁଣା ମହିଳା ନେତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଓବିସି ମୋର୍ଚ୍ଚା ର ସଭ୍ୟା ଯେ କି ଦିର୍ଘ ୫ ବର୍ଷ ଧରି ଅନେକ ଉତ୍ଥାନ ପତନ ଦେଇ ବରଗଡ ଜିଲ୍ଲା ପରିଷଦ ର
ଅଧ୍ୟକ୍ଷା ଭାବେ ସୁରୁଖୁରୁରେ କାର୍ଯ୍ୟ ନିର୍ବାହ କରି ସୁନାମ ଅର୍ଜନ କରିଥିବା ବିଜେପି ଦଳ ର ନେତ୍ରୀ ଶ୍ରୀମତୀ ମୁକ୍ତା ସାହୁ ତାଙ୍କ ସମର୍ଥକ ମାନଙ୍କ ସହ ଆସି ବରଗଡ ବ୍ଳକର ଜିଲ୍ଲାପରିଷଦ ଜୋନ୍-୧ ରୁ ଜିଲ୍ଲାପରିଷଦ ସଭ୍ୟ ର ନାମାଙ୍କନ ପତ୍ର ବରଗଡ ଉପଜିଲ୍ଲାପାଳ ଙ୍କ ଠାରେ ଦାଖଲ କରିଛନ୍ତି lଏନେଇ କର୍ମୀ ଙ୍କ ମହଲ ରେ ଖୁସି ର ଲହରୀ ଖେଳିଯାଇଛି l