-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ଗଣମାଧ୍ୟମ ର ପ୍ରଭାବ, ଦାନା ପାଇଁ ଏଠି ଚାଷୀ ଦାଦନ, ଶେଷରେ ଦଶମ ଶ୍ରେଣୀ ଝିଅ ବିକିଲା ଧାନ

15-Jan-2022



ବଙ୍ଗୋମୁଣ୍ଡା, ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ଅଳଣ୍ଡା ପେକ୍ସ ରେ ଟୋକନ ପାଇ ଟୋକନ ର ସମୟ ଅବଧି ଶେଷ ହେଉ ଥିଲେହେଁ ଧାନ ବିକୁନଥିବା ଚାଷୀଙ୍କ ଘରକୁ ଘର ଯାଇ ତଦନ୍ତ କରିଥିଲେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ। ତେବେ ତଦନ୍ତ ସମୟର ଚିତ୍ର ଥିଲା ପୁରା ଅଲଗା। କେଉଁଠି ଘରେ ତାଳା ପଡିଥିଲା ତ କେଉଁଠି ଛୋଟ ପିଲା କିମ୍ବା ବୁଢାବୁଢୀ ଘର ଜଗିଥିବା ଦେଖିବାକୁ ମିଳିଥିଲା। ଚାଷୀ ଲକ୍ଷପତୀ ରଣାଙ୍କ ଘରକୁ ଯାଇଥୀବା ସମୟରେ ଘରେ ଜଣେ ଦଶମ ପଢୁଥିବା ଝିଅ ଓ ଜଣେ ଦ୍ବିତୀୟ ପଢୁଥିବା ଝିଅଙ୍କୁ ଛାଡି ବାପା ମାଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିବା ଜଣାପଡିବା ପରେ  ଏହାକୁନେଇ ବିଭିନ୍ନ ଗଣମାଧ୍ୟମ ଖବର ପରି ବେଷଣ କରିଥିଲା। ଖବର ପ୍ରକାଶିତ ହେବାପରେ ଅଫିସର ଓ ରାଜନୈତିକ ମହଳରେ ବେଶ ଚର୍ଚ୍ଚା ହୋଇଥିଲା। ଏହାକୁନେଇ ବିଜେପି ଓଡିଶା କୃଷକ ମୋର୍ଚ୍ଚା 

ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ବଲାଙ୍ଗୀର ଜିଲ୍ଲା ବିଜେପି ସମ୍ପାଦକ ଅନିଲ ନାଏକ, ସିନ୍ଧେକେଲା ମଣ୍ଡଳ ସଭାପତୀ ମୁନୀରାମ ନାଗ, ସିନ୍ଧେକେଲା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନୌରାଜ ରଣା , ଉପସଭାପତି ହେମନ୍ତ ସାହୁ , ଦାମୁ ସୁନା ପ୍ରମୁଖ ଅଳଣ୍ଡା ପହଞ୍ଚି ଚାଷୀ ଲକ୍ଷପତୀ ଙ୍କ ଘରକୁ ଯାଇ ଝିଅ ମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲା। ଏହାକୁନେଇ ବଲାଙ୍ଗୀର ଜିଲ୍ଲାପାଳ ଏକ ଟ୍ବିଟ ମାଧ୍ୟମରେ ଝିଅର ଧାନ ଉଠାଇବାକୁ ସୁଚନା ଦେଇଥିଲେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ତହସିଲଦାର ଚାଷୀଙ୍କ ଘରକୁ ଯାଇ

ଝିଅ ମାନଙ୍କ ବାପା ସହ ଫୋନ ରେ କଥା ହୋଇ ଧାନ ବିକିବା ପାଇଁ କହିଥିଲେ। ତଦନୁସାରେ ଆଜି ଶୁକ୍ରବାର ବଡ ଝିଅକୁ ତା ବାପା ଲକ୍ଷପତୀ ଙ୍କ ନମିନି ଭାବରେ ନେଇ ତା ଆଧାର ସଂଯୋଗ କରିବାସହ ଆଖି ସ୍କେନ କରି ୩୧ କ୍ବିଣ୍ଟାଲ ୩୬ କେଜି ଧାନ ବିକିଥିବା ଜଣା ପଡିଛି। ଏହି ସମୟରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ, ଟିଟିଲାଗଡ ଏଆରସିଏସ ପ୍ରଦିପ ପୃଷ୍ଟି , ବଙ୍ଗୋମୁଣ୍ଡା ଏସ ଏ ଆରସିଏସ, କ୍ଷମା ମାଝୀ , ଅଜିତ ବଗର୍ତ୍ତି , ସୁସାନ୍ତ ରାଉତ , ଅଳଣ୍ଡା ପେକ୍ସ ତଥା ବଙ୍ଗୋମୁଣ୍ଡା ବ୍ଲକ ବିଡିସିସି ବ୍ୟାଙ୍କ ସୁପରଭାଇଜର ପ୍ରଭୁଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସରକାର ଚାଷୀମାନଙ୍କ ପାଇଁ ଏକ ଦର ନିର୍ଧାରିତ କରି ଧାନ ବିକିବା ବ୍ୟବସ୍ଥା କରିଛନ୍ତି । ହେଲେ  ବିକ୍ରୟ କରିବା ପାଇଁ ଏକ ଜଟିଳ ସ୍ଥିତି ଦେଇ ଗତି କରିବାକୁ ପଡୁଥିବାରୁ ବହୁ ଚାଷୀ ଧାନ ଅମଳ ପରେ ଦଳାଳ ମାନଙ୍କ ହାତରେ କମ ଦାମରେ ବିକିବା ପାଇଁ ବାଧ୍ଯ ହେଉଥିବା ଚାଷୀ ମାନେ ପ୍ରକାଶ କରିଥିଲେ। 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like