-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ରାଜ୍ୟ

ବଲାଙ୍ଗୀର ର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା, ମାଟିରେ ମିଶିବାକୁ ବସିଲାଣି ବୀରତ୍ବ କାହାଣୀ

14-Jan-2022



ବଲାଙ୍ଗିର //ଦେଶପ୍ରେମ, ବୀରତ୍ବ ଓ ସାହସିକତାର ଉଦାହରଣ ଧରମ ସିଂ ମାଝୀ ମାନ୍ଧାତା । ଯେ କି ବଲାଙ୍ଗୀରର ପ୍ରଥମ ସ୍ବାଧୀନତା ସଂଗ୍ରାମୀ । ଜଣେ ଦକ୍ଷ୍ୟ ଯୋଦ୍ଧା ସହ ଅପାର ସାହାସରେ ସେ ଥିଲେ ଧନୀ । ଏବଂ ଭାରତର ସିପାହୀ ବିଦ୍ରୋହ ପିର୍ବରୁ ହୋଇଥିବା ଘୁମସର କନ୍ଧ ମେଳିର ସେ ଥିଲେ ଜଣେ ଟାଣୁଆ ଯୋଦ୍ଧା । କିନ୍ତୁ ଆଜି ତାଙ୍କୁ କରାଯାଉଛି ଉପେକ୍ଷା ବଲାଙ୍ଗୀର ଜିଲ୍ଲାର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା । ଆଜିବି ତାଙ୍କୁ ଇତିହାସରେ ମିଳିଲାନି ସ୍ଥାନ। ଆମେ କହୁଛୁ ବଲାଙ୍ଗୀର ଆଠଗାଁର ଜମିନ ଦାର ସ୍ବର୍ଗତ ଧରମ ସିଂ ମାଝୀ ମାନ୍ଧାତାଙ୍କ କଥା । ଏବେକାର ବଲାଙ୍ଗୀର ସେତେବେଳେ ପାଟଣା ରାଜ୍ୟ କୁହାଯାଉଥିବା ବେଲେ ଧରମ ସିଂହ ମାଝୀ ମାନ୍ଧାତା ଆଠଗାଁର ଜମିଦାର ଥିଲେ। ସେ ଜଣେ ଦକ୍ଷ୍ୟ ଯୋଦ୍ଧା ଥିବାବେଳେ ଅପାର ସାହାସରେ ସେ ଥିଲେ ଧନୀ । ଭାରତର ସିପାହୀ ବିଦ୍ରୋହ ପୂର୍ବରୁ ହୋଇଥିବା କନ୍ଧ ମେଳିର ସେ ଜଣେ ଆଗୁଆ ଯୋଦ୍ଧା ଥିଲେ।
 ସେହି ସମୟରେ ଅର୍ଥାତ ୧୮୫୩ ମସିହାରେ କନ୍ଧ ନେତା ଚକ୍ର ବିଶୋଇ ଇଂରେଜ ବିରୋଧରେ ଲଢେଇ କରୁଥିଲେ। ଘୁମସର କନ୍ଧ ଆନ୍ଦୋଳନ ଆଜିବି ଇତିହାସରେ ଲିପିବଦ୍ଧ ହୋଇ ରହିଛି। ସେହି ସମୟରେ ଚକ୍ର ବିଶୋଇଙ୍କୁ ଇଂରେଜ ମାରିବା ପାଇଁ ଅନେକ ଷଡଯନ୍ତ୍ର କରିଥିଲେ। ଏହା ପରେ ଚକ୍ର ବିଶୋଇ ବଲାଙ୍ଗୀରର ଭୀମ ପାହାଡ ଓ ଆଠଗାଁ ଅଞ୍ଚଳରେ ରହି ଆସୁଥିଲେ। ଏହି ସମୟରେ ଆଠଗାଁ ଜାମିନଦାର ଧରମ ସିଂହ ମାଝୀ ମାନ୍ଧାତା ଆଶ୍ରୟ ଦେଇ ନିଜେ ମଧ୍ୟ କନ୍ଧ ମେଳିରେ ସାମିଲ ହୋଇ ଇଂରେଜ ମାନଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିଲେ।
 ଯାହାପରେ କନ୍ଧ ମେଳିକୁ ବନ୍ଦ କରିବା ପାଇଁ ନିଯୁକ୍ତ ଥିବା ଇଂରେଜ ଅଧିକାରୀ ଆର ଏ ମେକ ଡନାଲଡ଼ ସୈନ୍ୟ ପଠାଇ ଜମିନଦାରଙ୍କୁ ଗିରଫ କରିଥିଲେ । ତେବେ ସେହି ଦିନ ଠାରୁ ତାଙ୍କର ଆଉ ପତ୍ତା ମିଳି ନ ଥିଲା । ତେବେ ସେ ସମୟରେ ଏହି ଧରମ ସିଂହ ମାଝୀ ମାନ୍ଧାତା ତାଙ୍କ ଅଞ୍ଚଳ ପାଇଁ ଅନେକ ବିକାଶ ମୂଳକ କାମ କରିଥିବା ବେଳେ ତାଙ୍କ ଦ୍ୱାରା ସ୍ଥାପିତ ୧୮୦୦ ମସିହାର ସ୍କୁଲ ଏବେବି ରହିଛି । ସେହିପରି ତାଙ୍କର ଘର, ମନ୍ଦିର ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ସେତେବେଳର ଇତିହାସ ନିଜ ଭିତରେ ସାଇତି ରଖିଛି । ଏହାର ପୁନରୁଦ୍ଧାର ନ ହେଲେ ତାହା ଅଧ୍ୟ ଆଗକୁ ମାଟିରେ ମିଶି ଯିବ ଓ ଜଣେ ସଂଗ୍ରାମୀଙ୍କ ଗାଥା ସବୁଦିନ ପାଇଁ ଲିଭି ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।  ତେବେ ୧୮୦୦ ମସିହାରେ ଏହି ଜାମିନଦାର ଧରମ ସିଂହ ମାଝୀ ଯୁଦ୍ଧରେ ପଡୋଶୀ ରାଜ୍ୟ ପଦ୍ମପୁରର ଜାମିନଦାରକୁ ହରାଇ ଥିବାରୁ ତାଙ୍କୁ ସେ ସମୟର ପାଟଣା ମହାରାଜ ଭୋପାଳ ଦେଓ ମାନ୍ଧାତା ଉପାଧି ଦେଇଥିଲେ। ସେ ସମୟର ପାଟଣା ରାଜ୍ୟ ଇଂରେଜ ମାନଙ୍କର ଗୋଟିଏ ପ୍ରିନ୍ସଲି ରାଜ୍ୟ ଭାବରେ ପରିଗଣିତ ହୋଉ ଥିଲା । ଏବଂ ଏଠିକାର ମାହାରାଜ ପ୍ରଥମେ ମରାଠାଙ୍କ ଅଧୀନରେ ଥିବା ବେଳେ ୧୮୦୩ ମସିହାରେ ଇଂରେଜ ମାନଙ୍କ ଅଧୀନରେ ରହି ଆସୁଥିଲେ। ଜମି କର ଓ ଇଂରେଜ ଙ୍କ ଅତ୍ୟାଚାର ବିରୋଧରେ ସିପାହୀ ବିଦ୍ରୋହ ପୂର୍ବରୁ ଏହି ଅଞ୍ଚଳରେ କନ୍ଧ ଆନ୍ଦୋଳନ ହୋଇଥିଲା।
 ଜିଲ୍ଲାର ଆଠଗାଁ ଜାମିନଦାର ଧରମ ସିଂହ ମାଝୀ ଏଥିରେ ସାମୀଲ ହୋଇ ଇଂରେଜ ବିରୋଧରେ ଲଢ଼ି ଜେଲ ଯାଇଥିଲେ। । ହେଲେ ତାଙ୍କର ଏହି ବିର ଗାଥା କେବଳ ପାଟଣା ଗେଜେଟ ରେ ଲିପିବଦ୍ଧ ଥିବା ବେଲେ ଭାରତ ଇତିହାରେ ଏହା ସ୍ଥାଣିତ ହୋଇ ପାରି ନାହିଁ। ତେବେ ଏଠିକାର ଲୋକ କିନ୍ତୁ ତାଙ୍କ ବିର ଗାଥା କୁ ମନେ ପକାଇ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଏହି ଘଟଣା ବଳିକୁ ଉପସ୍ଥାପିତ କରି ହକ ପାଇଁ ଲଢେଇ ମଧ୍ୟ କରିଛନ୍ତି । କିନ୍ତୁ ଏଯାଏଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ତାଙ୍କ କଥାକୁ ଶୁଣି ନ ଥିବା ବେଳେ ସେ ସମୟରେ ମୁକ ସାକ୍ଷୀ ପାଲଟିଥିବା ଜମିନଦାରଙ୍କ ଘର ଇତ୍ୟାଦିକୁ ମଧ୍ୟ ପୁନରୁଦ୍ଧାର ପାଇଁ କୌଣସି ବିଶେଷ ପଦକ୍ଷେପ ନେଇ ନାହାନ୍ତି । ଜଣେ ସଂଗ୍ରାମୀ ଯିଏ ଇଂରେଜ ବିରୋଧରେ ଲଢେଇ କରିଥିଲେ ତାଙ୍କୁ କାହିଁକି ଜଣେ ସ୍ବାଧୀନତା ସଂଗ୍ରାମୀର ର ମାନ୍ୟତା ମିଳିଲା ନାହିଁ। କାହିଁକି ଇତିହାସରେ ତାଙ୍କର ଗାଥା ବର୍ଣ୍ଣିତ ହେଲା ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠି ଥିବା ବେଳେ ତାଙ୍କୁ ଏସବୁ ମାନ୍ୟତା ଦିଆ ଯିବାର ଦାବି ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like