-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ବୌଦ୍ଧ (ପ୍ରେରଣା ଖବର) : ବୌଦ୍ଧ ସର୍କିଟ ହାଉସ ଠାରେ ଜ଼ିଲ୍ଲା ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀ ମାନେ ବୁଷ୍ଟର ଡୋଜ ଭେକସିନ ନେଇଥିଲେ l ବୌଦ୍ଧ ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ପି. ଡି. ଡି. ର. ଡି. ଏ. ଅଶ୍ୱିନୀ କୁମାର ମେହେର, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ତହସିଲଦାର, ଅବିନାଶ ପାଣ୍ଡିଆ, l
ସହକାରୀ ଜ଼ିଲ୍ଲାପାଳ ବିରଞ୍ଚି ଧରୁଆଙ୍କ ସମେତ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବୌଦ୍ଧ ବ୍ଲକ, ବୌଦ୍ଧ ତହସିଲ କାର୍ଯ୍ୟାଳୟର ପାଖାପାଖି ୧୬୦ ଜଣ ଆଜି ବୁଷ୍ଟର ଡୋଜ ନେଇଛନ୍ତି l ଆଉ ଯେଉଁମାନେ ଟୀକା ନେଇ ପାରି ନାହାନ୍ତି ପରବର୍ତ୍ତୀ ପର୍ଯ୍ୟାୟ ରେ ପୁଣି ଗୋଟିଏ ଦିନ ନିର୍ଧାରଣ କରି ଟିକକରଣ କରାଯିବ