-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ନୂଆଦିଲ୍ଲୀ: ଏନଡି ଟିଭିର ବରିଷ୍ଠ ସାମ୍ବାଦିକ କମାଲ ଖାନ ଆଉ ନାହାନ୍ତି । ଆଜି ସକାଳୁ ହାର୍ଟ ଆଟାକରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ସମୟ ଧରି ପ୍ରିଣ୍ଟ ମିଡ଼ିଆରେ କାର୍ଯ୍ୟ କରିବା ପରେ ଏନଡି ଟିଭିରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏକ ଦଶକ ଧରି ସାମ୍ବାଦିକତାରେ ସକ୍ରିୟ ରହିବା ସହ ଖବର ପରିବେଷଣ କରିବାର ସ୍ୱତନ୍ତ୍ର ଶୈଳୀ ପାଇଁ ବେଶ୍ ଲୋକପ୍ରିୟ ଥିଲେ । କମାଲଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତରେ ଶୋକର ଲହରୀ ଖେଳିଯାଇଛି ।