-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ମନୋରଞ୍ଜନ

ମନମୋହନ ଓ ମିହିରଙ୍କୁ ‘କଞ୍ଚାଲଙ୍କା’ରେ ଶ୍ରଦ୍ଧାଞ୍ଜଳି

13-Jan-2022



ସ୍ବର୍ଗତ ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ଅଭିନେତା ମିହିର ଦାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଏଇ ଚଳଚ୍ଚିତ୍ରଟି ଉଭୟ ଜାତୀୟ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ଅଭିନେତା ମିହିର ଏହାପୂର୍ବରୁ ବିଧାତା, ଲକ୍ଷ୍ମୀପ୍ରତିମା ଓ ଫେରିଆ ମୋ ସୁନାଭଉଣୀରେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଓଡ଼ିଶାର ଏକ ମଫସଲ ଗାଁରେ ଅଛନ୍ତି ରଘୁ। ତାଙ୍କ ଆଶା ବାଙ୍ଗାଲୋରରେ ରହୁଥିବା ପୁଅ, ବୋହୂ ଓ ନାତି କେବେ କେବେ ଆସି ଗାଁରେ ରହନ୍ତେ। ପୁଣି ସେଇ ଗାଁରେ ରହୁଥିବା ସକୁନ୍ତଳାର ଆ‌ଶା ତାଙ୍କ ପୁଅ ଚାକିରିଟିଏ ପାଆନ୍ତା। ରଘୁଙ୍କର ‘ଆଶା’ ଆଉ ସକୁନ୍ତଳାଙ୍କର ‘ସ୍ବପ୍ନ’। ନା କାହାର ଆଶା ପୂରଣ ହୁଏ ନା କାହାର ସ୍ବପ୍ନ ସାକାର ହୁଏ!!! ଦର୍ଶକ ଉକ୍ତ ଚଳଚ୍ଚିତ୍ର କାହାଣୀରେ ଥିବା ମନସ୍ତାତ୍ତ୍ବିକ ମାୟାରେ ଛନ୍ଦି ହେଇଯାଉଛନ୍ତି। ରଘୁଙ୍କ ଆଶା ଶେଷ ପର୍ଯ୍ୟନ୍ତ ଅଧୁରା ହେଇ ରହେ, ମୃତ୍ୟୁ ପରେ ବି ନିଜ ପୁଅ ତାଙ୍କୁ ମୁଖାଗ୍ନି ଦେବାକୁ ଆସିପାରେ ନାହିଁ। ‘ଭିଜା ମାଟିର ସ୍ବର୍ଗ’ର କାହାଣୀ ସରଳ ଓ ସହଜ ମାତ୍ର ଏଥିରେ ଥିବା ସଂଳାପ ସଶକ୍ତ। ଏଥିରେ ନାଟକୀୟତା ବା ଅତିନାଟକୀୟତାର ପଟୁ ଆଦୌ ନାହିଁ। ଏଥିରେ ଥିବା ଦୁଇ ଚରିତ୍ର ରଘୁ (ମିହିର) ଓ ସ୍ମିତା (ଗାର୍ଗୀ); ଉଭୟଙ୍କ ଅଭିନୟରେ ସଂଳାପ ତୁଳନାରେ ଭାବନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏଥିରେ ଥିବା ଚିତ୍ରନାଯ୍ୟ ପ୍ରବାହ ବି ସହଜ ଓ ଏକରୈଖିକ। ଏଥିରେ ଘଟୁଥିବା ଘଟଣା ସାଧାରଣ ଏବଂ ଅପତ୍ୟାଶିତ ଭାବେ ଘଟୁଛି। ମୃଦଙ୍ଗ ବାଦକର ତାଳ ସହ ଝଙ୍କାଳିଆ ବରଗଛ ଦେଇ ସମୟ ବହିଯାଉଥିବାର ଦୃଶ୍ୟର ସଂଯୋଜନା ଓ ରୂପାୟଣ ଏକ ଅଦ୍ଭୁତ ବନୋତ୍ମକ ସଂଯୋଗ ସୃଷ୍ଟିକରୁଛି। ଏଇ ଚଳଚ୍ଚିତ୍ରରେ କେବଳ ଆଲୋକ ସଂପାତ ହେଉଛି ଏକମାତ୍ର ନାଟକୀୟ ତତ୍ତ୍ବ ଆଧାରିତ। ପତ୍ନୀଙ୍କ ସମାଧି ସାମନାରେ

ରଘୁଙ୍କ ଦୀପ ପ୍ରଜ୍ବଳନ ଏବଂ କଥୋପୋକଥନ ଏକମାତ୍ର ନାଟକୀୟ ଦୃଶ୍ୟ। ଚଳଚ୍ଚିତ୍ରର ଗତି ମନ୍ଥର କି ତୀବ୍ର ନୁହେଁ। ଉଭୟ ନିର୍ଦ୍ଦେଶକ ଏବଂ ମୁଖ୍ୟ କଳାକାର ମନମୋହନ ମହାପାତ୍ର ଓ ମିହିର ଦାସ ଆଜି ଆମ ଗହଣରେ ଶଶରୀରେ ନାହାଁନ୍ତି, ମାତ୍ର ଉଭୟଙ୍କ କଳାକାର ଜୀବନର ଶେଷ ନିଷ୍କର୍ଷ ‘କଞ୍ଚାଲଙ୍କା’ ଓଟିଟି ମାଧ୍ୟମରେ ଦର୍ଶକଙ୍କୁ ଉପହାର ଦେଇ ଦୁଇ ଆତ୍ମାଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରଯୋଜକ ଅକ୍ଷୟ ପରିଜା ପ୍ରୟାସ କରିଛନ୍ତି ବୋଲି କହିଛନ୍ତି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ।

ମନ ମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଏହା ଶେଷ ଚଳଚ୍ଚିତ୍ର।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm