-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

କାଳିଆ ଭକ୍ତର ଭାବ ବୁଝିଲେ - ପାତାଳୀ ରୁ ସ୍ବେଛାସେବୀଙ୍କ ସହାୟତାରେ ବୃଦ୍ଧ ପୁରୀ ଶ୍ରୀକ୍ଷେତ୍ର ଗଲେ

13-Jan-2022



 ସୁବର୍ଣ୍ଣପୁର// କଥାରେ ଅଛି ଅଦମ୍ୟ ଇଚ୍ଛା ଶକ୍ତି ଓ ସମର୍ପଣ ଭାବ ଯେଉଁଠି ଥାଏ ଭଗବାନ ସେଇଠି ସହାୟ ହୁଅନ୍ତି, ବିରାଜମାନ ବି ହୁଅନ୍ତି l ଏକଥା ନାରଦ ଙ୍କ ପ୍ରଶ୍ନ ର ଉତ୍ତର ରେ ଭଗବାନ କହିଥିଲେ ଯେ, ମୁଁ କୌଣସି ମନ୍ଦିର ମସଜିଦ ରେ ନ ଥାଏ ଦୃଢ଼ ଇଚ୍ଛା ଶକ୍ତି, ସମର୍ପଣ ଭାବ ଥିବା ଭାବ ବିହ୍ଵଳ ଭକ୍ତ ପାଖରେ ମୁଁ ପହଂଚିଯାଇଥାଏ l ସେହିପରି ଏକ ଉଦାହରଣ ଦେଖିବାଜୁ ମିଳିଛି ସୁବର୍ଣ୍ଣପୁର ଜ଼ିଲ୍ଲା ରେ l  ଯେଉଁ ଦିନ କି  ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ର ଠାରୁ ପୁରୀ ଶ୍ରୀକ୍ଷେତ୍ର କୁ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏକ ନୂତନ ବସ ର ଶୁଭାରମ୍ଭ ହେଲା l   ଭାରତ ଭ୍ରମଣ ରେ ବାହାରିଥିବା ମଧ୍ୟପ୍ରଦେଶ କଟନୀ ନିକଟସ୍ଥ ଛେଣ୍ଡିଗାଓଁ ର ଗଣେଶ ପାଣ୍ଡେ ନାମକ  64 ବର୍ଷୀୟ ଜଣେ  ଭିନ୍ନକ୍ଷମ ଵୃଦ୍ଧା  ଥକି ପଡିଥିଲେ l ଓ ସୁବର୍ଣ୍ଣପୁର ବୁଢାରଜା ୟୁଥ କ୍ଲବ ସମାଜସେବୀ ଙ୍କ ସହାୟତା ରେ ସେଠି ତିନି ଦିନ ବିଶ୍ରାମ ନେଇଥିଲେ l ଯିଏକି ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ ପାଈଁ ପ୍ରବଳ ଇଚ୍ଛା ସହ ଭାବ ବିହ୍ଵଳ ଓ ବ୍ୟାକୁଳ ହୋଇ ଉଠୁଥିଲେ l  ଆଉ କୁତ୍ରିମ ଗୋଡ଼ ଲଗାଇ ଭାରତ ଭ୍ରମଣ  ରେ ବାହାରିଥିବା ଶ୍ରୀ ପାଣ୍ଡେ ଙ୍କୁ ସତେ ଯେମିତି ସୁବର୍ଣ୍ଣପୁର ରୁ ହିଁ ଜଗନ୍ନାଥ ଙ୍କ ଡୋରି ଲାଗିଗଲା l ବୁଢାରଜା ୟୁଥ କ୍ଲବ ସଦସ୍ୟ ମାନେ ଏକ ଭଡା ଗାଡି  କରି ପାତାଳି ଶ୍ରୀକ୍ଷେତ୍ର କୁ  ବୃଦ୍ଧ ଭକ୍ତ ଙ୍କୁ ନେଇ ପହଞ୍ଚାଇ ଥିଲେ l  ଯାହା ଦ୍ୱାରା କି ପାତାଳି ରୁ ପୁରୀ ଶ୍ରୀ କ୍ଷେତ୍ର ନୁଆଁ ବସ ର ଶୁଭାରମ୍ଭ ଦିନ ଏକ ନମ୍ବର ସିଟ ରେ ଶ୍ରୀ ପାଣ୍ଡେ  ପୁରୀ ଯାତ୍ରା ର ସୁଯୋଗ ପାଇଥିଲେ l ପର୍ଯ୍ୟଟକ  ବୃଦ୍ଧ ଶ୍ରୀ ଗଣେଶ ଙ୍କ ଇଚ୍ଛା

ଶକ୍ତି, ଅନନ୍ୟ ଭକ୍ତି, ସମର୍ପଣ ଭାବ କୁ ଦେଖି ପାତାଳି ଶ୍ରୀ କ୍ଷେତ୍ର ରେ  ଏହି ଶୁଭ ମୁହୂର୍ତ୍ତ  ନୁଆଁ ବସ ଉଦଘାଟନୀ ଉତ୍ସଵ ରେ  ଉପସ୍ଥିତ ଥିବା ରାଜ୍ୟ  ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, କିଛି ଗଣ ମାଧ୍ୟମ, ଜ଼ିଲ୍ଲା ଆଞ୍ଚଳିକ ପରିବହନ  ବିଭାଗ ଅଧିକାରୀ ରବୀନ ପଟ୍ଟନାୟକ, ବିଭାଗୀୟ କର୍ମଚାରୀ,  ବୁଢାରଜା କ୍ଲବ ସମାଜସେବୀ ଶିବଶଙ୍କର ନାଏକ, ଚିତ୍ତରଞ୍ଜନ ଭୋଇ, ଜିତେନ୍ଦ୍ର କୁମାର ଦାସ, ସନ୍ଦୀପ କୁମାର ସାହୁ, ଅରୁଣ ମେହେର, ସୂର୍ଯ୍ୟକାନ୍ତ ନାୟକ, ପ୍ରକାଶ ସିଂହ, ରାମଚନ୍ଦ୍ର ସ୍ୱାଇଁ, ସରୋଜ ନନ୍ଦ, ବଳରାମ ସା, ଶୁଭ୍ରାଂଶୁ ପରିଡା, ଜଗା ସେଠି, ବାଦଲ ସାହୁ, ଶୁଭମ ମହାରଣା, ପାତାଳି ଶ୍ରୀକ୍ଷେତ୍ର  ପରିଚାଳନା କମିଟି ସଦସ୍ୟ,ଏ ଅଞ୍ଚଳ ବାସୀ  ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ l ଏବଂ ଭାରତ ଭ୍ରମଣ ଯାତ୍ରା  ସଫଳ ପାଈଁ ବୃଦ୍ଧ ଙ୍କୁ ଶୁଭ କାମନା ଜଣାଇଥିଲେ l ଏ ଘଟଣା ଶୁଣି ଅନେକ ଭକ୍ତ, ବୁଦ୍ଧିଜୀବୀ  ଚର୍ଚ୍ଚା  କରୁଥିଲେ ପ୍ରଶ୍ନ ବି କରୁଥିଲେ ଯେ ଏ ଭିନ୍ନକ୍ଷମ ବୃଦ୍ଧ ରୂପରେ ଖୋଦ ପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ କରିଥିଲେ  କି ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like